Tag: Electricity workers protest

Contractual Electricity Workers Protest in Odisha: ବିଜେପି ସରକାରଙ୍କ ସୁରକ୍ଷାରେ ଚାଲିଛି ଟାଟା ପାୱାରର ମନମାନି: ବିଜେଡି

ରାଜ୍ୟର ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆନ୍ଦୋଳନ ୫୦ ଦିନରେ ପହଞ୍ଚିଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି। ଟାଟା ପାୱାର ଓ ସରକାରଙ୍କ ସମ୍ପର୍କକୁ ନେଇ ସିଧା ପ୍ରହାର କରିଛି ବିଜେଡି ।ରାଜ୍ୟର ବିଦ୍ୟୁତ୍…