Tag: Elections 2024

ଅରୁଣାଚଳରେ ବିଜେପିର ବଡ ବିଜୟ

ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଆସୁଥିବା ଧାରା ଅନୁଯାୟୀ ଉଭୟ ରାଜ୍ୟରେ ଶାସକ ଦଳ ସଂଖ୍ୟ‌ାଗରିଷ୍ଠତା ହାସଲ କରୁଛନ୍ତି। ଅରୁଣାଚଳ ପ୍ରଦେଶରେ ବିଜେପି ଏବଂ ଏନଡିଏ ୬୦ଟି ସିଟ୍ ମଧ୍ୟରୁ ୪୪ଟିରେ…

ଶେଷ ପର୍ଯ୍ୟାୟରେ ମୋଟ ୭୦.୬୭% ମତଦାନ

ରାଜ୍ୟରେ ଜୁନ ୧ରେ ଅନୁଷ୍ଠିତ ହୋଇଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୦.୬୭% ମତଦାନ ହୋଇଛି। ମୟୂରଭଞ୍ଜ ରେ ୭୩.୮୧%, ବାଲେଶ୍ବର ରେ ୭୦.୪୧%,ଭଦ୍ରକରେ ୭୦.୩୪%,କେନ୍ଦ୍ରାପଡ଼ାରେ ୬୮.୬୪% ,ଯାଜପୁର ୬୭.୯୧% ଓ ଜଗତସିଂହପୁରରେ ୭୩.୦୬% ମତଦାନ ହୋଇଛି । ସବୁଠୁ ଅଧିକ…

ଆସିଲା ଏକଜିଟ୍ ପୋଲ୍, ପୋଛି ଦେବ ବିଜେପି ଧରାଶାୟୀ ହେବ ବିଜେଡି

ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ସହ କେଉଁଠି କେଉଁ ଦଳ ସରକାର ଗଢ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଏକଜିଟ୍ ପୋଲ୍। ତେବେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲ୍ କରିଛନ୍ତି। ଏହି…

ସବୁ ଏକଜିଟ ପୋଲ୍ ଆକଳନରେ ଦେଶରେ ବିଜେପି ସୁନାମି

ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଛି। ଦେଶରେ ୫୪୩ ଲୋକସଭା ଆସନ ଓ କିଛି ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ ଦେଇଛନ୍ତି ଭୋଟ। ୭ମ ପର୍ଯ୍ୟାୟ ଭୋଟିଂ ଶେଷ ହେବା ସହ ୮ ହଜାରରୁ ଅଧିକଙ୍କ ପ୍ରାର୍ଥୀଙ୍କ…

ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ

ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ ହୋଇଛି।ମୟୂରଭଞ୍ଜ ରେ ୬୪.୧୭%, ବାଲେଶ୍ବର ରେ ୬୧.୯୧%,ଭଦ୍ରକରେ ୫୮.୨୧%,କେନ୍ଦ୍ରାପଡ଼ାରେ ୬୨.୦୨% ,ଯାଜପୁର ୬୨.୯୨% ଓ ଜଗତସିଂହପୁରରେ ୬୫.୯୩% ମତଦାନ ହୋଇଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନ…

ରକ୍ତମୁଖା ହେଲେ ବିଜେଡି କର୍ମୀ; ବିଜେପି ବୁଥ ସଭାପତିଙ୍କୁ କଲେ ଆକ୍ରମଣ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ପଂଚାୟତରେ ୩୫ନଂ ବୁଥ୍‌ ବିଜେପି ସଭାପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମୀଙ୍କ ନାମ…

ଓଡ଼ିଶାରେ ଦିନ ୩ଟା ସୁଦ୍ଧା ହୋଇଛି ୪୯.୭୭ ପ୍ରତିଶତ ମତଦାନ

ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ରାଜ୍ୟରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଭୋଟ୍ ଦେଉଛନ୍ତି ରାଜ୍ୟବାସୀ । ମିଳିଥିବା ସୂଚନା…

ବିଜେପି ଏଜେଣ୍ଟଙ୍କୁ ମାରାତ୍ମକ ଆକ୍ରମଣ କଲେ ବିଜେଡି କର୍ମୀ

କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥ୍‌ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁଥ୍ କ୍ୟାପଚରିଂ…

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ହୋଇଛି ୨୨.୬୪ ପ୍ରତିଶତ ମତଦାନ

ଆଜି ଓଡ଼ିଶା ଦେଉଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୬୪ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ ବାଲେଶ୍ୱରରେ ସର୍ବାଧିକ ୨୭.୬୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସେହିପରି ଭଦ୍ରକରେ…

କି ମନୋରମ ଦୃଶ୍ୟ ! ପାନ ବରଜରେ ସଜ୍ଜିତ ଏ ପୋଲିଂ ବୁଥ୍

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଆଜି ଭୋଟ୍ ଦେଉଛି ସାରା ଓଡ଼ିଶା । ଭୋଟର୍ ମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାରିଆଡ଼େ ସଜା ହୋଇଛି ପୋଲିଂ ବୁଥ୍ । ସେହିପରି ଆଜି ଏକ…