ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୨.୪୬% ମତଦାନ ହୋଇଛି।ମୟୂରଭଞ୍ଜ ରେ ୬୪.୧୭%, ବାଲେଶ୍ବର ରେ ୬୧.୯୧%,ଭଦ୍ରକରେ ୫୮.୨୧%,କେନ୍ଦ୍ରାପଡ଼ାରେ ୬୨.୦୨% ,ଯାଜପୁର ୬୨.୯୨% ଓ ଜଗତସିଂହପୁରରେ ୬୫.୯୩% ମତଦାନ ହୋଇଛି । ଆଜି ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

By Nirvay

Leave a Reply

Your email address will not be published. Required fields are marked *