ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ଜଳି ପାଉଁଶ ହୋଇଯାଇଛି ୪ଟି ବସ୍। ଜଳିଯାଇଥିବ ବସ୍ ଜଣେ ମାଲିକଙ୍କର ବୋଲି ସୂଚନା ମିଳିଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିଲେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ୪ଟିଗାଡ଼ି ସଂପୂର୍ଣ୍ଣ ଜଳିଯାଇଛି ।

Leave a Reply

Your email address will not be published. Required fields are marked *