Tag: Dismantling chariots

Dismantling of chariots begins in Puri: ପୁରୀରେ ଆଜିଠୁ ଆରମ୍ଭ ହେଲା ତିନି ରଥ ଭଙ୍ଗା କାର୍ଯ୍ୟ

ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ରଥଭଙ୍ଗା କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ଏହି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ଭୋଇ ସର୍ଦ୍ଦାର ଅନୁକୂଳ କରିବା ପରେ ପ୍ରଥମେ ରଥର କଳସରୁ ଭଙ୍ଗା କାର୍ଯ୍ୟ…