Tag: cuttack

Ganesh Puja Guidelines For Kataka: ଗଣେଶ ଭସାଣିରେ ୬ଟି ସାଉଣ୍ଡ ବକ୍ସକୁ ମିଳିଲା ଅନୁମତି

କଟକରେ ଆଗାମୀ ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂଜା ମଣ୍ଡପ ଓ ବିସର୍ଜନ ଶୋଭାଯାତ୍ରା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଗାଇଡଲାଇନ୍…

Cuttack Bali Jatra 2026: ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଇଛି ପ୍ରସ୍ତାବ: କଟକ ଜିଲ୍ଲାପାଳ

ଚଳିତ ବର୍ଷର ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥର ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି । ଏ ନେଇ ଆଜି ସୂଚନା…

Bangladeshi Migrants: ଟ୍ୱିନ୍ ସିଟିରୁ ଆଉ ୬ ବାଂଲାଦେଶୀ ଚିହ୍ନଟ, ଖୁବ୍‌ଶୀଘ୍ର ଓଡ଼ିଶାରୁ ହେବେ ବିଦା

ଟ୍ୱିନ୍ ସିଟିରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କମିଶନରେଟ୍ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ପ୍ରକ୍ରିୟା ଏବଂ ଡିପୋର୍ଟେସନ ଅଭିଯାନକୁ ପୋଲିସ ଆହୁରି ଜୋରଦାର କରିଛି। ଏହାରି ମଧ୍ୟରେ ଆଉ ୬ ଜଣ ବାଂଲାଦେଶୀ…

Ravenshaw Hostel Mass Resignation: ରେଭେନ୍ସାରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ: ବିଧାୟକଙ୍କ ଆଚରଣ ପାଇଁ ୱାର୍ଡେନ୍‌ଙ୍କ ସମୂହ ଇସ୍ତଫା

ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନର ସ୍ୱାଧୀନତା ଓ ଆକାଡେମିକ୍ ପରିବେଶକୁ ନେଇ ବଡ଼ ବିବାଦ ଉପୁଜିଛି। କଟକ ସଦର ବିଧାୟକ ଡଃ ପ୍ରକାଶ ଚନ୍ଦ୍ର ସେଠୀ ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ପ୍ରତି କରିଥିବା ଅଶୋଭନୀୟ ଆଚରଣ ଓ ଦୁର୍ବ୍ୟବହାର…

Video Ban on River Embankments And Barrages: ନଦୀ ବନ୍ଧ ଓ ବ୍ୟାରେଜ୍‌ରେ ଭିଡିଓ କରିବା ଉପରେ ଲାଗିଲା କଟକଣା

ବିପଦ ସଙ୍କୁଳ ଅବସ୍ଥାରେ କୌଣସି ନଦୀବନ୍ଧ ଏବଂ ବ୍ୟାରେଜ୍ ଉପରେ ଭିଡିଓ କରିବା ମନା । ବନ୍ୟା ସମୟରେ ଭିଡ଼ିଓ କରିବା ଉପରେ କଟକ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ଏ ନେଇ ଆଜି କଡ଼ା ନିର୍ଦ୍ଦେଶନାମା ଜାରି…

Cuttack New Road Collapse: ବର୍ଷା ଯୋଗୁଁ ୫ ଫୁଟ୍‌ ତଳକୁ ଦବିଗଲା ନୂଆ ରାସ୍ତା

ବର୍ଷା ଯୋଗୁ ଦବିଲା ରାସ୍ତା । ଲଗାତାର ବର୍ଷା ଯୋଗୁଁ କଟକର ନୂଆପଡ଼ା-ଖପୁରିଆ ଦବିଗଲା କଂକ୍ରିଟ୍‌ ରୋଡ୍‌ । ପ୍ରାୟ ୧୫ ଦିନ ପୂର୍ବେ ସମ୍ପୂର୍ଣ୍ଣ ହୋଇଥିବା ଏହି ରାସ୍ତାଟି ୫ ଫୁଟ୍‌ ତଳକୁ ଦବିଯାଇଛି। ଯାହା ଫଳରେ ରାସ୍ତାରେ ଯାତାୟାତ…

BJD Leaders’ Meet in Cuttack: କଟକରେ ବିଜେଡି ନେତାଙ୍କ ମେଳି, ଏକାଠି ହେଲେ ବରିଷ୍ଠ ନେତା

କଟକରେ ଆଜି ବିଜେଡିର ବରିଷ୍ଠ ନେତାମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ମେଳି ଅନୁଷ୍ଠିତ ହୋଇଛି । କଟକ ମହାନଗର ନିଗମର ଜଣେ ବିଜେଡି କର୍ପୋରେଟରଙ୍କ ଘରେ ଏହି ବୈଠକ ବସିଥିଲା । ବୈଠକରେ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର ଓ ପୂର୍ବତନ ମନ୍ତ୍ରୀ…