ତାଜା ଖବର ରାଜ୍ୟ Commissionerate Police Issues Traffic Advisory: ସ୍ୱେରେଜ୍ ପାଇପ୍ଲାଇନ୍ କାମ ପାଇଁ ପ୍ରଭାବିତ ହେବ ଯାତାୟାତ, ଜାରି ହେଲା ଟ୍ରାଫିକ୍ ମାର୍ଗଦର୍ଶିକା August 29, 2026 Nirvay ଭୁବନେଶ୍ୱରରେ ସ୍ୱେରେଜ୍ ପାଇପ୍ଲାଇନ୍ ବିଛାଇବା କାମ ଯୋଗୁଁ ଆସନ୍ତା ସେପ୍ଟେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହେବ । ଜାଗମରା ଛକରୁ ବରବାରୀ ପର୍ଯ୍ୟନ୍ତ ସ୍ୱେରେଜ୍ ପାଇପ୍ଲାଇନ୍ ବିଛାଇବା କାମ କରାଯିବ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ…