ରାଜନୀତି ରାଜ୍ୟ ବିଜେଡି ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା May 5, 2024 Nirvay ଘୋଷଣା ହେଲା ବିଜୁ ଜନତା ଦଳର ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।ତେବେ ବିଭିନ୍ନ ପଦରେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
ତାଜା ଖବର ରାଜନୀତି ରାଜ୍ୟ ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ May 4, 2024 Papirani ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଓଏମପି ପଡିଆରେ ହେଲିକପ୍ଟରରେ ଯାଇ ଅବତରରଣ କରିବା ପରେ ଜୟପୁରରେ ପହଞ୍ଚି ଜନସଭାରେ ଯୋଗ ଦେଇଛନ୍ତି । ଏଠାରେ ବିରାଟ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ…
ରାଜନୀତି ରାଜ୍ୟ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ନବୀନ May 4, 2024 Nirvay ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କୋରାପୁଟ ଗସ୍ତ ସହ ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ମଧ୍ୟ ପ୍ରଚାର କରିବେ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା…
ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର May 3, 2024 Nirvay ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନେତୃତ୍ବ ନେବାକୁ ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ ବିଜେଡି ଛାଡ଼ିଲେ ରବି ନାରାୟଣ May 3, 2024 Nirvay ନୟାଗଡ଼: ରଣପୁରର ପୂର୍ବତନ ବିଧାୟକ ଆଜି ବିଜେଡି ପ୍ରାଥମିକ ସଦସ୍ୟତା ପଡ଼ାରୁ ଇସ୍ତଫା ଦେଇଛନ୍ତି । ଛାଡ଼ିଲେ ରବି ନାରାୟଣ ମହାପାତ୍ର । ସେ ୨୦୧୪ରେ ରଣପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ରଣପୁର ବିଧାୟକ ଥିଲେ…
ରାଜନୀତି ରାଜ୍ୟ ଓଡିଶା ଆସୁଛନ୍ତି ସାଉଥ ସୁପରଷ୍ଟାର ପୱନ କଲ୍ୟାଣ May 2, 2024 Nirvay ବ୍ରହ୍ମପୁର; ସାଉଥ ସିନେମା ସୁପରଷ୍ଟାର ତଥା ଲୋକପ୍ରିୟ ଅଭିନେତା ପୱନ କଲ୍ୟାଣ ଓଡିଶା ଆସୁଛନ୍ତି । ସେ କୌଣସି ସିନେମାର ସୁଟିଙ୍ଗ କିମ୍ବା ଫିଲ୍ମ ପ୍ରମୋଶନ ପାଇଁ ଆସୁନାହାନ୍ତି । ଆସୁଛନ୍ତି ଭାରତୀୟ ଜନତା ପାର୍ଟିର ଏକ ନିର୍ବାଚନୀ ସଭାରେ ଯୋଗ…
ରାଜନୀତି ରାଜ୍ୟ କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଦାଖଲ କଲେ ନବୀନ May 2, 2024 Nirvay କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ନବୀନ। ଆଜି ନିଜର ଦ୍ବିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯଥାସମୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ। ଏହି…
ରାଜନୀତି ରାଜ୍ୟ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ନବୀନ May 2, 2024 Nirvay ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ବିଶାଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ବୋଲି ଜଣା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଟିଟିଲାଗଡ଼ ଆସନରୁ ନାମାଙ୍କନ…
ରାଜନୀତି ରାଜ୍ୟ ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ: ପାଣ୍ଡିଆନ May 1, 2024 Nirvay ଛତ୍ରପୁର; ଆଜି ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ । ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ…
ରାଜନୀତି ରାଜ୍ୟ ଅପରାଧୀଙ୍କୁ ସୁରକ୍ଷା ଦେଉଛି ବିଜେଡି! April 30, 2024 Nirvay ନବୀନ ସରକାର ୨୫ବର୍ଷ ଶାସନ କରିବା ପରେ ମଧ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ପ୍ରତ୍ୟେକ ଦିନ ଅପରାଧ ବଢିବା ସହ ନୂଆ ନୂଆ ଢ଼ଙ୍ଗ ଆପଣାଇ ଅପରାଧ ଘଟାଉଛନ୍ତି ଅପରାଧୀ। ଓଡ଼ିଶାରେ ଅପରାଧ କରି ଜେଇ, ତହସିଲଦାର,…