ଘୋଷଣା ହେଲା ବିଜୁ ଜନତା ଦଳର ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।ତେବେ ବିଭିନ୍ନ ପଦରେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁଯାୟୀ

ମୁଖ୍ୟ ପରାମର୍ଶଦାତା – ଅମର ପଟ୍ଟନାୟକ

ପରାମର୍ଶଦାତା:-

ଅଚ୍ୟୁତ ସାମନ୍ତ

ରାଜେନ୍ଦ୍ର ଢୋଲକିଆ

ଏନ୍ ଭାସ୍କର ରାଓ

ସୁଜିତ୍ କୁମାର

ଭୂପିନ୍ଦର ସିଂ ରହିଛନ୍ତି

ସେହିପରି ରାଜ୍ୟ ସଂଯୋଜକ ଭାବେ ନନ୍ଦଲାଲ ସିଂଙ୍କ ନାମ ଘୋଷଣା ହୋଇଛି। ଏହାସହ ୩ ରାଜ୍ୟ କମିଟି ସହସଂଯୋଜକ, ୧୩ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ ଓ ୬ ଜିଲ୍ଲା ସଂଯୋଜକ ନାମ ଘୋଷଣା ହୋଇଛି।

 

By Nirvay

Leave a Reply

Your email address will not be published. Required fields are marked *