ତାଜା ଖବର ରାଜ୍ୟ Odisha Assembly Revealed Non-Veg Consumption Data: ବାର୍ଷିକ ୧୨୨.୩୬ ହଜାର ମେଟ୍ରିକ ଟନ ମଟନ ଖାଉଛନ୍ତି ଓଡ଼ିଶାବାସୀ; ବିଧାନସଭାରେ ତଥ୍ୟ ରଖିଲେ ଗୋକୁଳାନନ୍ଦ ମଲ୍ଲିକ November 25, 2026 Papirani ଛାଡ଼ଖାଇର ମାହୋଲ ଭିତରେ ରାଜ୍ୟବାସୀଙ୍କ ଆମିଷ ପ୍ରୀତିକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଏକ ରୋଚକ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଓଡ଼ିଶାରେ ମଟନ, ମାଛ, ଚିକେନ ଏବଂ ଅଣ୍ଡାର ଚାହିଦା ଓ ଉତ୍ପାଦନ କେତେ ରହିଛି, ସେନେଇ ଗୃହରେ ବିସ୍ତୃତ ହିସାବ…