Tag: CBI

ସିବିଆଇର ଜେରା ବେଳେ ଅସୁସ୍ଥ ହୋଇପଡିଲେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା

୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଆଜି ସିବିଆଇର ଅଫିସରେ ଜେରା ବେଳେ ଅସୁସ୍ଥ ହୋଇପଡିଲେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା । ଅସୁସ୍ଥ ହେବାରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ଝାଡା,ବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ…

ଚିଟ୍‌ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ?

ଚିଟ୍‌ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କେଉଁଠି ଅଛି, କେଉଁ ପର୍ଯ୍ୟାୟରେ ଅଛି, ଏକଥା ବ୍ରହ୍ମା ବିଷ୍ଣୁ ମହେଶ୍ଵର ବି କହିପାରିବେ ନାହିଁ । କିନ୍ତୁ କ‌ହିପାରିବେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା । ପୁରା ୧୦ ବର୍ଷ ଚାଲିଗଲା ଚିଟ୍‌ଫଣ୍ଡ…

୨ ଦିନ ପୂର୍ବରୁ ବିଷ୍ଣୁପଦ ଏବଂ ବ୍ରିଜ୍‌ ଆଣ୍ଡ ରୁଫ୍‌ ନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିଲା କି ଡିଲ୍?

ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ ଆଣ୍ଡ ରୁଫ୍‌ ଲିଙ୍କ୍‌ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍‌ ନେଇ ବଡ଼ ଖବର । ରେଡ୍‌ ହେବାର ୨ ଦିନ ପୂର୍ବରୁ ହୋଇଥିଲା କି ବଡ଼…

ଆସନ୍ତାକାଲି ଜାମିନ ଆବେଦନ କରିବେ ଆଇଏଏସ ଅଧିକାରୀ ବିଷ୍ନୁପଦ ସେଠୀ

ଆଜି ସିବିଆଇଙ୍କ ନିକଟରେ ଉପସ୍ଥିତ ହେବାପାଇଁ ନିର୍ଦ୍ଧେଶ ଥିଲେ ହେଁ ଉପସ୍ଥିତ ହୋଇନଥିଲେ ବରିଷ୍ଠ ଆଇଏଏସ ବିଷ୍ନୁପଦ ସେଠୀ । ଏ ବାବଦରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦ ସେଠୀଙ୍କ ଓକିଲ। ଓକିଲ ଙ୍କ କହିବା ଅନୁସାରେ “ସାରଙ୍କ ଦେହ ଖରାପ ସେ…

ସିବିଆଇ ସମ୍ମୁଖରେ ଆଜି ହାଜର ହୋଇପାରନ୍ତି ବିଷ୍ଣୁପଦ ସେଠୀ

‘ବ୍ରିଜ୍‌ ଆଣ୍ଡ୍‌ ରୁଫ୍ କର୍ପୋରେସନ୍‌’ର ଭୁବନେଶ୍ବର ଜିଜିଏମ୍ ଚଞ୍ଚଲ୍‌ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲା ଭିନ୍ନ ମୋଡ଼ ନେଇଛି। ଏହି ମାମଲାରେ ବରିଷ୍ଠ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ନାଁ ଆସିବା ପରେ ସମ୍ପୂର୍ଣ ଘଟଣା ନୂଆ ମୋଡ଼…

ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ: ଆଇନ ମନ୍ତ୍ରୀ

ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ୧୦ ଲକ୍ଷ ଟଙ୍କା ନେବା ମାମଲାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ ଜାରି କରିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇନ…

ଭୁବନେଶ୍ୱରରେ ସିବିଆଇ ରେଡ଼: ୧୦୦ କୋଟି ଟଙ୍କାର ଡିଲ ହାତେଇବା ପାଇଁ ଥିଲା ଯୋଜନା

ଗତ ରାତିରେ ହୋଇଥିବା ସିବିଆଇ ରେଡ଼ ଘଟଣାରେ ଆଦିତ୍ୟ ଦେବ ଇମ୍ଫ୍ରା ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କୁ ଅଟକ ରଖିଛି ସିବିଆଇ । ଦେବଦତ୍ତଙ୍କ ସମେତ ତାଙ୍କ ତିନି ସହଯୋଗୀ ମଧ୍ୟ ଅଟକ ଅଛନ୍ତି । ସିବିଆଇ ଦେବଦତ୍ତଙ୍କ ଭଦ୍ରକ ସ୍ଥିତ…

ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ; ଦାମୀ କାର ରୁ ବିପୁଳ ଟଙ୍କା ଜବତ

ଭୁବନେଶ୍ୱରର ମେ ଫେୟାର ହୋଟେଲ ନିକଟରୁ ସିବିଆଇ ରେଡ ସମୟରେ ଏକ ଦାମୀ ଗାଡ଼ିରୁ ବାହାରିଛି ନଗଦ ଏକ କୋଟିରୁ ଅଧିକ ଟଙ୍କା । ଗାଡି ନମ୍ବର OD-05-BV-9999 ରୁ ଜବତ ହୋଇଛି ଏହି ଟଙ୍କା। ବର୍ତମାନ ଏତେ ଟଙ୍କା କୋଉଠୁ…

ଡବଲ ଇଞ୍ଜିନ ସରକାର ପରେ ବି ସିବିଆଇ ଟ୍ରେନ ଚାଲୁନି କାହିଁକି ?

ବେଦାନ୍ତ ପାଇଁ ଅଧିଗୃହୀତ ବେଆଇନ ଜମି ଫେରିଯିବ ମୂଳ ମାଲିକମାନଙ୍କ ପାଖକୁ । ଏମାନଙ୍କ ଭିତରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ରାଜ୍ୟ ସରକାର ଏବଂ ଜମି ମାଲିକ। ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ସ୍ଵାଗତ କରାଯାଉଛି। ଯେଉଁ ପାପ ନବୀନ ସରକାର…

ଭରତପୁର କାଣ୍ଡ; ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ଭରତପୁର ଥାନା ବିବାଦରେ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ। ମେଜର ଓ ବାନ୍ଧବୀଙ୍କୁ ନେଇ ଥାନାରେ ପହଞ୍ଚିଛି ଟିମ। କ୍ରାଇମବ୍ରାଞ୍ଚ ନିକଟରେ ଉଭୟ ନିଜର ପକ୍ଷ ରଖିବେ। ଘଟଣା ଦିନ କେତେବେଳେ ଥାନାକୁ ଆସିଥିଲେ, ସେଦିନ ରାତିରେ…