Tag: CBI

Police SI Exam Scam: SI ପରୀକ୍ଷା କେଳେଙ୍କାରୀ ମାମଲା; ସିବିଆଇକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶା ପୋଲିସ ସବ୍ ଇନସ୍ପେକ୍ଟର ପରୀକ୍ଷା ଦୁର୍ନୀତି ମାମଲା ତଦନ୍ତରେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ଏହା ଅନ୍ତଃରାଜ୍ୟ ଲିଙ୍କ ହୋଇଥିବାରୁ ସିବିଆଇ ଏହାକୁ ବହୁତ ଭଲଭାବରେ ତଦନ୍ତ କରିପାରିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚ ଆରକ୍ଷୀ…

SI Exam Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା: ସିବିଆଇ ତଦନ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କଲେ ସରକାର

ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ଘଟଣାର ସିବିଆଇ ତଦନ୍ତ ଦାବି ପ୍ରସଙ୍ଗରେ ସିବିଆଇ ତଦନ୍ତ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କଲେ ସରକାର । ଏନେଇ ହାଇକୋର୍ଟଙ୍କୁ ଅବଗତ କଲେ AG ପୀତାମ୍ବର ଆଚାର୍ଯ୍ୟ । ସିବିଆଇ…

ନିର୍ଭୟ ମହା ପ୍ରଭାବ: ସିବିଆଇ ତଦନ୍ତ ନିଷ୍ପତ୍ତି ନେଲେ ମୋହନ ସରକାର

କ୍ରାଇମବ୍ରାଞ୍ଚ୍ ନୁହେଁ, ସିବିଆଇ ତଦନ୍ତ ଜରୁରୀ। ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ସାମ୍ନାକୁ ଆସିବା ଏବଂ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯିବା ପରଠାରୁ ହିଁ ‘ନିର୍ଭୟ’ ଏବଂ ‘ନିର୍ଭୟ ଗୁମର କଥା’ ବାରମ୍ବାର କହି ଆସିଛି ଏହାର ଚେର ଦଲାଲଙ୍କ ପାଖେ…

ତାମିଲନାଡୁ କରୁର ଦଳାଚକଟା ଘଟଣା: ତଦନ୍ତ କରିବ CBI

ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାପରେ ଅଭିନେତା ତଥା ନେତା ବିଜୟଙ୍କ ଅଡ଼ୁଆ ବଢିଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗିଙ୍କ…

ed-deputy-director-caught-by cbi while taking-bribe

ଜେଲ୍‌ ଗଲେ ଏମ୍‌ସିଏଲ୍ ଚିଫ୍ ମ୍ୟାନେଜର ଅଖିଳେଶ ବର୍ମା

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ର ଚିଫ୍ ଜେନେରାଲ ମ୍ୟାନେଜର ଅଖିଳେଶ ବର୍ମା ଲାଞ୍ଚ ନେଲା ବେଳେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ହାତରେ ବୁଧବାର ଦିନ ରାତିରେ ଧରା ପଡ଼ିଥିଲେ । କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ୨୦…

ସିବିଆଇ ଜାଲରେ ଇପିଏଫଓ ଅଧିକାରୀ

ସିବିଆଇ ଜାଲରେ ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଲାଞ୍ଚ ହେବା ବେଳେ ଧରାପଡିଲେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଅଧିକାରୀ । ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ କାବୁ କଲା ସିବିଆଇ । ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲ୍‌କୁ ଡାକି…

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓଡ଼ିଶା ଶାଖାର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ । ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ । ଖଣି ମାମଲା ରଫାଦଫା କରିବାକୁ…

ed-deputy-director-caught-by cbi while taking-bribe

ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଇଡି ଡେପୁଟି ଡାଇରେକ୍ଟର

ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ଇଡି ଡେପୁଟି କଲେକ୍ଟର ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଓଡ଼ିଶା ଶାଖା ସିବିଆଇ ହାତରେ ଧରାପଡ଼ିଲେ । ସୂଚନା ଅନୁଯାୟୀ ୨୦୧୩ ବ୍ୟାଚର IRS ଅଫିସର ଚିନ୍ତନ…

ସିବିଆଇ ଫାଶରେ ଜ୍ୟୋତି ବିହାର ପ୍ରଫେସର

ସମ୍ବଲପୁରରେ ସିବିଆଇ ସ୍କାନରରେ ନାକ୍ ଟିମ୍ ସଦସ୍ୟ।ନ୍ୟାସନାଲ ଆସେସ୍‌‌ମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ (ନାକ) ରେଟିଂ ଲାଞ୍ଚ ମାମଲାରେ ୧୦ଜଣ ଗିରଫ ହୋଇଛନ୍ତି। ଆନ୍ଧ୍ର ପ୍ରଦେଶର ଏକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗରେ ୧୦ଜଣଙ୍କୁ ଗିରଫ କରାଯାଇଥିବା ସୂଚନା। ୧୦ଜଣଙ୍କ…

ବିଷ୍ଣୁପଦ ମାମଲାରେ ସିବିଆଇକୁ ଯିବେ କି ସରକାର ?

ତିନି ‘ଏମ୍’ଙ୍କୁ ମିଳିଗଲା ଜାମିନ । ତିନି ଏମ୍ ହେଲେ -ମୁଖାର୍ଜୀ, ମହାପାତ୍ର ଏବଂ ମହାରଣା। ବ୍ରିଜ ଆଣ୍ଡ ରୂଫ କମ୍ପାନୀର ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଏହି ତିନିଜଣଙ୍କୁ ଗିରଫ କରିଥିଲା ସିବିଆଇ। ରିମାଣ୍ଡରେ ନେଇଥିଲା । ଜେରା କଲା…