Tag: BJP

ଓଡ଼ିଶାରେ ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି : ରାଜନାଥ

ରାୟଗଡାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି । ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡ଼ିଶାବାସୀ କହୁଛନ୍ତି ।…

ବିଜେପି ସରକାର ଆସିଲେ ଦେଶରୁ ଗରିବୀ ହଟିବ : ରାଜନାଥ ସିଂ

ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଭୁ ଜଗନ୍ନାଥ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ସମ୍ବୋଧନ ଆରମ୍ଭ କଲେ । କହିଲେ କଂଗ୍ରେସର ଏତେ ବର୍ଷର ଶାସନ ପରେ…

ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢ଼ିଛି, ସରକାର ମୌନ କାହିଁକି : ବିଜେପି

ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରେସମିଟ୍ ।ପ୍ରେସମିଟରେ ବିଜେଡି ସରକାରଙ୍କ ବିରୋଧରେ ବର୍ଷିଲା ବିଜେପି । ରାଜ୍ୟରେ ମହିଳା ବିରୋଧୀ ଅପରାଧ ବଢିଛି, ସରକାର ମୌନ କାହିଁକି ବୋଲି ସେ ପ୍ରଶ୍ନ…

ଆଜି ଓଡିଶା ଆସୁଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା । ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ…

ଓଡ଼ିଶାରେ “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ପାଲଟିଛି ନବୀନ ଶାସନ: ସଜ୍ଜନ ଶର୍ମା

ଭୁବନେଶ୍ୱର, ତା.୦୭/୦୫: ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି…

ହରିୟାଣାରେ ବିଜେପି ସରକାର ଟଳମଳ

ସଙ୍କଟରେ ହରିୟାଣାର ବିଜେପି ସରକାର। ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ।ବିଜେପିରୁ ସମର୍ଥନ ପ୍ରତ୍ୟାହାର ପରେ କଂଗ୍ରେସକୁ ସମର୍ଥନ ପାଇଁ ୩ ସ୍ବାଧୀନ ବିଧାୟକଙ୍କ ଘୋଷଣା।ଅପର ପକ୍ଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି ପାଇଁ କଂଗ୍ରେସ ଦାବି କରିଛି।…

ପିପିଲି ରାଜନୀତି ମଇଦାନରେ ସ୍ୱାମୀ-ସ୍ତ୍ରୀ

ପିପିଲି; ରାଜନୀତିରେ ସବୁ ସମ୍ଭବ । ସ୍ୱାମୀ ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ସ୍ତ୍ରୀ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଚଳିତ ନିର୍ବାଚନରେ ଗୋଟିଏ ଗୋଟିଏ ଦଳରୁ ବାପା-ପୁଅ, ସ୍ୱାମୀ-ସ୍ତ୍ରୀ, ଦଳୀୟ ଟିକେଟ୍ରୁ ନିର୍ବାଚନ ଲଢ଼ୁଛନ୍ତି । କିନ୍ତୁ ପିପିଲିରେ…

ବିଜେଡ଼ି ଭୋଟ ବ୍ୟାଙ୍କ ପାଇଁ ଏସ୍‌ଏଚଜିର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ମହିଳାଙ୍କୁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା । କିନ୍ତୁ ବିଜେଡି ଓଲଟା ନିଜର ଭୋଟ ବ୍ୟାଙ୍କକୁ ସଶକ୍ତ କରିବା ପାଇଁ ଏସ୍‌ଏଚଜିର ମା’, ଭଉଣୀମାନଙ୍କୁ ପ୍ରଲୋଭିତ କରିଆସୁଛି ।…

କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତକୁ ନେଇ ଏମିତି କହିଲେ ଦେବୀ ମିଶ୍ର

ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର। ‘ପ୍ରଥମ ପର୍ଯାୟରେ ବିଜେଡି ବିପୁଳ ସମର୍ଥନ ପାଉଛି’,‘ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇଲେ ତାର ପ୍ରଭାବ ପଡୁଛି,ଅନ୍ୟ ରାଜ୍ୟରେ ବିଜେପିକୁ ସଫଳତା ମିଳୁନଥିବାରୁ ଓଡ଼ିଶା…

ବିଜେପିରେ ଯୋଗ ଦେଲେ ରାଧିକା ଖେଡ଼ା ଓ ଶେଖର ସୁମନ

କଂଗ୍ରେସ ପ୍ରବକ୍ତା ରାଧିକା ଖେଡ଼ା ଆଜି ବିଜେପିର ହାତ ଧରିଛନ୍ତି । ଗତ ଦୁଇଦିନ ତଳେ ଅସମ୍ମାନିତ ହୋଇଥିବା ଅଭିଯୋଗ କରି କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଇଛନ୍ତି। ଯୋଗ ଦେବା ପରେ ସେ ପାର୍ଟିକୁ…