ରାଜନୀତି ରାଜ୍ୟ ବିଜେଡି ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା May 5, 2024 Nirvay ଘୋଷଣା ହେଲା ବିଜୁ ଜନତା ଦଳର ଅପ୍ରବାସୀ ସାମ୍ମୁଖ୍ୟର ରାଜ୍ୟ ପଦାଧିକାରୀଙ୍କ ନାମ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।ତେବେ ବିଭିନ୍ନ ପଦରେ ନିଯୁକ୍ତ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
ରାଜନୀତି ରାଜ୍ୟ ବିଜେଡିକୁ ହରେଇବା ପାଇଁ ଖଣ୍ଡପଡ଼ାରେ ଅନୁଭବଙ୍କ ମହାମେଣ୍ଟ May 5, 2024 Nirvay ଖଣ୍ଡପଡ଼ା ରାଜନୀତିରେ ନୂଆ ସମୀକରଣ। ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିଦ୍ରୋହୀ। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଭେଟିଲେ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡା। ବିଜେଡି ଟିକେଟ୍ ଆଶାୟୀ ଥିଲେ ଉଭୟ ଅନୁଭବ ଓ ଗୟାଧର। ତେବେ ଦଳ ସାବିତ୍ରୀ ପ୍ରଧାନଙ୍କ ନାମ…
ରାଜନୀତି ରାଜ୍ୟ ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ May 4, 2024 Nirvay ନିମାପଡା ;ନିମାପଡା ପାଣିପାଗ ବର୍ତ୍ତମାନ ବଦଳିବାରେ ଲାଗିଛି । ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ନିମାପଡ଼ା ବିଜେଡି କନ୍ଦଳ । ବିଜେଡି ଏଥର ସମୀର ଦଶଙ୍କ ଟିକେଟ କାଟିଛି । ସମୀରଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ କରିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ May 4, 2024 Papirani କୋରାପୁଟରେ ଆଜି ମାରାଥନ୍ ପ୍ରଚାର ସମୟରେ ଜୟପୁରରେ ଆୟୋଜିତ ବିଶାଳ ଜନସଭାରେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ମିଛ…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ May 4, 2024 Papirani କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେପି ଟିକେଟ୍ ନଦେବାରୁ ଏବେ କଂଗ୍ରେସରେ ଯୋଗ ଦେବଲେ ଦେବାଶିଷ ନାୟକ । ଟିକେଟ୍ ପାଇଁ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ଦେବାଶିଷ କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବିଜେପି ନିରାଶ…
ତାଜା ଖବର ରାଜନୀତି ରାଜ୍ୟ ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ May 4, 2024 Papirani ଜୟପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଓଏମପି ପଡିଆରେ ହେଲିକପ୍ଟରରେ ଯାଇ ଅବତରରଣ କରିବା ପରେ ଜୟପୁରରେ ପହଞ୍ଚି ଜନସଭାରେ ଯୋଗ ଦେଇଛନ୍ତି । ଏଠାରେ ବିରାଟ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ…
ରାଜନୀତି ରାଜ୍ୟ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର କରିବେ ନବୀନ May 4, 2024 Nirvay ଆଜି ଦକ୍ଷିଣ ଓଡ଼ିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କୋରାପୁଟ ଗସ୍ତ ସହ ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ମଧ୍ୟ ପ୍ରଚାର କରିବେ। ଏଥି ପାଇଁ ଜୋରଦାର ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା…
ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର May 3, 2024 Nirvay ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଅସ୍ମିତା ଉପରେ ଆଜି ପ୍ରଶ୍ନ ଚିହ୍ନ ଲାଗିଛି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନେତୃତ୍ବ ନେବାକୁ ମୁଖ୍ୟମନ୍ତ୍ରୀ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ May 3, 2024 Papirani ଭୁବନେଶ୍ୱର: ଗତକାଲି ବିଜେଡ଼ ରୁ ଇସ୍ତପା ଦେବାପରେ ଆଜି ଗଣମାଧ୍ୟମ ଆଗରେ ବିଜେଡ଼ି ବିରୋଧରେ ସଂଗୀନ ଆରୋପ ଆଣିଲେ ଖଣ୍ଡପଡ଼ା ନେତା ଅନୁଭବ ପଟ୍ଟନାୟକ | ସେ କହିଛନ୍ତି ଗଂଜେଇ ବେପାରୀଙ୍କ ପତ୍ନୀଙ୍କୁ ବିଜେଡି ଟିକେଟ ଦେଉଛି ଏବଂ ବିଜେଡି ଯାହାକୁ…
ରାଜନୀତି ରାଜ୍ୟ IFS ବିନୟ ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ May 3, 2024 Nirvay IFS ବିନୟ ପ୍ରଧାନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ପୁଣି ଅଭିଯୋଗ କରିଛି ବିଜେଡି। ୨୦୨୪ ନିର୍ବାଚନରେ IFSଙ୍କ ସମ୍ପୃକ୍ତି ନିର୍ବାଚନ ପ୍ରଭାବିତ କରୁଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ନ୍ୟୁୟର୍କରେ କନସୁଲେଟ୍…