Tag: BJD

ମୁଁ ସୁସ୍ଥ, ରାଜ୍ୟ ସାରା ବୁଲୁଛି: ନବୀନ ପଟ୍ଟନାୟକ

ନିଜ ସ୍ବାସ୍ଥ୍ୟ ବିଷୟରେ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ବିରୋଧୀ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ । ମିଛ କହିବାର ଗୋଟିଏ ସୀମା ଥାଏ,…

ବିଜେଡିକୁ ଶକ୍ତ ଝଟକା ଦେଲେ ଜିତୁ

ରୋଚକ ସ୍ଥିତିରେ ଖୋର୍ଦ୍ଧା ରାଜନୀତି। ନବୀନ ଦେଲେନି ଟିକେଟ ଜିତୁ ଦେଲେ ଶକ୍ତ ଝଟକା। ଇସ୍ତଫା ଦେଲେନି କି ଟିକେଟ ପାଇଁ ଲବି କଲେନି ସିଧାସଳଖ ଯାଇ ବିଜେପି ରାଲିରେ ପ୍ରଚାର କଲେ। ଆଜି ଖୋର୍ଦ୍ଧାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି…

ବିଜେପିରେ ମିଶିଲେ ଜିତୁ ମିତ୍ର

ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ ଜିତୁ ମିତ୍ର।ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍‌ ସୋ’ରେ ସାମିଲ୍ ହେଲେ। ଏଥର ତାଙ୍କ ବଦଳରେ ଖୋର୍ଦ୍ଧାରେ ରାଜେନ୍ଦ୍ର ସାହୁଙ୍କୁ ଟିକେଟ…

୪୮ ଘଣ୍ଟା ଭିତରେ ପ୍ରମାଣ ଦେଇପାରିଲେନି ମୁଖ୍ୟମନ୍ତ୍ରୀ: ଅପରାଜିତା

ଆଜି ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡଙ୍ଗୀ କହିଛନ୍ତି ଲିଙ୍ଗରାଜ ମନ୍ଦିର ବିକାଶକୁ ବିରୋଧ ପ୍ରସଙ୍ଗରେ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ କାମକୁ ବିରୋଧ କରୁଥିବା ନେଇ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା…

ଓଡ଼ିଶାରେ ଚାଲିଛି ମାଫିଆ ରାଜ: ଯୋଗୀ ଆଦିତ୍ୟନାଥ

ଆଜି ଓଡ଼ିଶା ଗସ୍ତରେ ଆସି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆର ଜନସଭାରେ ଯୋଗ ଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ସମୟରେ ସେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ମଧ୍ୟ। ସେ…

ଘନ ଘନ ଫୋନ କଲ ପାଇଁ ମନ୍ମଥଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ

ଭୁବନେଶ୍ଵରବାସୀଙ୍କୁ ଅତିଷ୍ଠ କଲାଣି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ IVR ଫୋନ୍ କଲ। ଥରେ ନୁହଁ କି ଦୁଇଥର ନୁହଁ ଦିନକୁ ୮-୧୦ରୁ ଅଧିକ ଥର ଆସୁଛି ସମାନ ଫୋନ୍ କଲ। ଘନ ଘନ ଫୋନ୍ ବଜୁଛି ଉଠେଇବା ପରେ…

ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ବଡ ଦାୟିତ୍ବ ଦେଲା ବିଜେଡି

ବିଜେଡି ପ୍ରଥମିକ ସଦସ୍ୟ ପଦରୁ ବୁଧବାର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଇସ୍ତଫା ଦେବା ପରେ ଆଜି ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଶ୍ବିନୀ କୁମାର ପାତ୍ରଙ୍କୁ ରାଜ୍ୟ BJDର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ…

ନବୀନ ପଟ୍ଟନାୟକ ବନ୍ଧକ ପରିସ୍ଥିତିରେ: ହିମନ୍ତ ବିଶ୍ୱ ଶର୍ମା

ଆଜି ନିର୍ବାଚନ ପ୍ରଚାରରେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପ୍ରଥମେ ମା’ ସମଲେଇଙ୍କ ଦର୍ଶନ ପରେ ବିଜେଡି ଉପରେ ବର୍ଷିଛନ୍ତି ହିମନ୍ତ ବିଶ୍ବଶର୍ମା। ଓଡ଼ିଆ ଅସ୍ମିତା ଓ ସ୍ବାଭିମାନକୁ ନେଇ ନିର୍ବାଚନ ଲଢ଼ାଯାଉଛି କହିଲେ ବିଶ୍ବଶର୍ମା। ଏଠି…

ରାଜଧାନୀରେ ନବୀନଙ୍କ ଆଉ ଏକ ରୋଡ ସୋ’

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ’ କରିଛନ୍ତି । ଭୁବନେଶ୍ଵର ଉତ୍ତର ବିଧାନସଭା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ରୋଡ ସୋ’ କରିବା ସହ ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଉତ୍ତର ବିଧାନସଭା ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ…

ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଓଡ଼ିଶା ଏକ ନମ୍ବର: ବିଜେପି

ସାମ୍ବାଦିକ ସମ୍ମିଳନୀ କରି ବିକାଶ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ସେ କହିଛନ୍ତି କହିଲେ ‘ସବୁଥିରେ ଓଡ଼ିଶା ପଛରେ, ମିଛ ତଥ୍ୟରେ ବିଜେଡି କହୁଛି ଓଡିଶା ଏକ ନମ୍ବର। ନବୀନ ପଟ୍ଟନାୟକ ଏକ ନମ୍ବର।…