ରାଜନୀତି ରାଜ୍ୟ ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ May 22, 2024 Nirvay ବିଜେଡି ଛାଡ଼ିଲେ ପୁଣି ଜଣେ ହେଭିୱେଟ ନେତା। ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତିପ୍ରକାଶଙ୍କ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ May 21, 2024 Papirani ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକ ସମୀର ଦାଶ, ସୀମୀରାଣୀ ନାୟକ, ରମେଶ ସାଏ ଓ ପର୍ଶୁରାମ ଧର୍ଡା ଙ୍କୁ ଜବାବ ତଲବ । ବାଚସ୍ପତିଙ୍କ ନିର୍ଦେଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ…
ରାଜନୀତି ରାଜ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆସିଲେ ଯଦି ପର୍ଯ୍ୟଟକ ତାହାଲେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କଲେ କଣ: ପ୍ରଦୀପ ପାଣିଗ୍ରାହୀ May 20, 2024 Nirvay ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହୁଥିବା ବିଜେଡିକୁ ଜବରଦସ୍ତ ଉତ୍ତର ଦେଇଛନ୍ତି ଗୋପାଳପୁର ବିଧାୟକ ତଥା ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ କହିଛନ୍ତି ମୋଦି ରାଜ୍ୟ ବୁଲିଲେ ଯଦି ପର୍ଯ୍ୟଟକ, ନବୀନ ଜିଲ୍ଲା ବୁଲିଲେ କ’ଣ ? ପ୍ରଧାନମନ୍ତ୍ରୀ ସାରା…
ତାଜା ଖବର ରାଜନୀତି ରାଜ୍ୟ ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’ May 20, 2024 Papirani ଦ୍ୱିତୀୟ ଥର ପାଇଁ ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ’ କରିଛନ୍ତି । ଭୁବନେଶ୍ୱର ରାଜରାସ୍ଥା ପାଲଟିଲା ଜନ ସମୁଦ୍ର। ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ’ରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ନବୀନ ପଟ୍ଟନାୟକ ରାଜଧାନୀର ପଳାଶପଲ୍ଲୀରୁ…
ରାଜନୀତି ରାଜ୍ୟ ହିଞ୍ଜିଳି ଓ କଣ୍ଟାବାଞ୍ଜି ରେ ଆଜି ନବୀନ ପଟ୍ଟନାୟକଙ୍କ ଭାଗ୍ୟ ପରୀକ୍ଷା May 20, 2024 Nirvay ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଥିବା ହିଞ୍ଜିଳି ଓ କଣ୍ଟାବାଞ୍ଚି ଆସନରେ ବି ମତଦାନ ହେଉଛି। ଷଷ୍ଠ ଥର ବିଜେଡି ବିଜୟୀ ହୋଇ ରେକର୍ଡ଼ କରିବ ବୋଲି ଆଶାବାଦୀ ରହିଥିବା ବେଳେ ଦଳର…
ରାଜନୀତି ରାଜ୍ୟ ରତ୍ନଭଣ୍ଡାର ଚାବି ଯାଇ ତାମିଲନାଡୁରେ : ନରେନ୍ଦ୍ର ମୋଦି May 20, 2024 Nirvay କଟକ ନିର୍ବାଚନୀ ସଭାରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନସଭାକୁ ସମ୍ବୋଧିତ କରିବା ସହ ବିଜେଡି ସରକାରଙ୍କ ଭବିଷ୍ୟତ ବାଣୀ କରିଛନ୍ତି ମୋଦୀ। ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।ମୋଦୀ କହିଛନ୍ତି, କଟକ ଆଧୁନିକ ଶିକ୍ଷାର ନଗରୀ,…
ରାଜନୀତି ରାଜ୍ୟ ଗଞ୍ଜାମରେ ପୁଣି ବିଜେଡି କର୍ମୀଙ୍କ ଗୁଣ୍ଡାଗିରି : ୫ ବିଜେପି କର୍ମୀ ଆହତ May 19, 2024 Nirvay ଭଜ଼ଞ୍ଜନଗର : ଆଜି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଭଜ଼ଞ୍ଜନଗର ପୋଲିସ ସୀମା ଅନ୍ତର୍ଗତ ବେତାର ଛକରେ କିଛି ବିଜେଡି କର୍ମୀ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଏହି ଆକ୍ରମଣରେ ୫ ରୁ ଅଧିକ ବିଜେପି କର୍ମୀ…
ବ୍ୟବସାୟ ବିଜେଡି ପାଇଁ ଶାଢ଼ୀ ବାଣ୍ଟି ବ୍ରହ୍ମଗିରିର ୩ ମହିଳା ନେତ୍ରୀ ପୁରୀ ସଦରରେ ଅଟକ May 19, 2024 Nirvay ବ୍ରହ୍ମଗିରି : ବାରମ୍ବାର ନିର୍ବାଚନ ଆଚରଣ ଆଇନ ଉଲଙ୍ଘନ କରୁଚି ବିଜୁ ଜନତା ଦଳ । ବ୍ରହ୍ମଗିରି ବିଜୁ ଜନତାଦଳର କିଛି ନାରୀନେତ୍ରୀ ମାନେ ମିଶନ ଶକ୍ତିର ମହିଳା ମାନଙ୍କୁ ଭୋଟ ଦେବା ପାଇଁ ଲୋଭ ଦେଖାଇ ଶାଢ଼ୀ ବାଣ୍ଟିଛନ୍ତି ।…
ରାଜନୀତି ରାଜ୍ୟ ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ May 19, 2024 Nirvay ବିଜେଡ଼ିରୁ ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ପରେ ପଦ୍ମ ଧରିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ସମୀର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ…
ରାଜନୀତି ରାଜ୍ୟ ବିଜେଡି ଛାଡିଲେ ସମୀର May 19, 2024 Nirvay ନିମାପଡ଼ାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଯାହା ଅନୁମାନ କରାଯାଉଥିଲା ଆଜି ସେଇଆ ହେଲା ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ।ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମୀର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ…