Tag: BJD

ଓଡ଼ିଶାରେ ବିଜେପି ସୁନାମି ,ବିଜେଡିର ବହୁ ହେଭିୱେଟ ନେତା ପଛରେ

ଓଡ଼ିଶାରେ ବିଜେଡି ହେଭିୱେଟଙ୍କୁ ବଡ ଝଟକା । ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡିଛନ୍ତି ଶାସକ ଦଳର ବହୁ ନେତାମନ୍ତ୍ରୀ ।ଶଙ୍ଖ ଛାଡ଼ି ପଦ୍ମ ଧରିଥିବା ଓଲିଉଡର ବର୍ଷିୟାନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏଥର ଦିଗପହଣ୍ଡି ଆସନରୁ ଲଢ଼ୁଛନ୍ତି। ସେ ବିଜେଡିର ବିପ୍ଲବ…

ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ବିଜୟୀ

ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଇଁ ଭୋଟ ଗଣତି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହେଇଛନ୍ତି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୧୯୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।…

ଝାରସୁଗୁଡ଼ାରେ ବିଜେପିର ବଡ଼ ବିଜୟ, ହାରିଲେ ଦୀପାଳି ଦାସ

ଚଳିତବର୍ଷ ନିର୍ବାଚରେ ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ ହୋଇଛି । ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ହରେଇଛି ଭାଜପା ପ୍ରାର୍ଥୀ ଟଙ୍କଧର…

ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାର ବିଧାନସଭା ଓ ଲୋକସଭାରେ ଆସନରେ ବିଜେପି ଆଗୁଆ

ଆସୁଛି ନିର୍ବାଚନ ଫଳାଫଳ । ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ, ବିଜେଡି ପଛରେ । ବର୍ତ୍ତମାନ ସୁଦ୍ଧା ଲୋକସଭା ଆସନର…

ବିଧାନସଭାରେ ବି ବାଜିମାରିବ ବିଜେପି: ଆକ୍ସିସ ଏକଜିଟ୍ ପୋଲ

ଆସିଲା ଓଡ଼ିଶା ବିଧାନସଭାକୁ ନେଇ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଣ୍ଡିଆ ଟୁଡେ ଆକ୍ସିସ-ମାଇ ଇଣ୍ଡିଆର ସର୍ଭେ ଅନୁସାରେ ଏଥର ଓଡ଼ିଶାରେ ବିଜେଡି ବିଜେପି ବିଧାନସଭାରେ ସମାନ ସମାନ ଆସନ ଜିତିବେ। ବିଜେପି ୬୨ ରୁ ୮୦ , ବିଜେପି…

ଆସିଲା ଏକଜିଟ୍ ପୋଲ୍, ପୋଛି ଦେବ ବିଜେପି ଧରାଶାୟୀ ହେବ ବିଜେଡି

ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ସହ କେଉଁଠି କେଉଁ ଦଳ ସରକାର ଗଢ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଏକଜିଟ୍ ପୋଲ୍। ତେବେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକଜିଟ୍ ପୋଲ୍ କରିଛନ୍ତି। ଏହି…

ରକ୍ତମୁଖା ହେଲେ ବିଜେଡି କର୍ମୀ; ବିଜେପି ବୁଥ ସଭାପତିଙ୍କୁ କଲେ ଆକ୍ରମଣ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ପଂଚାୟତରେ ୩୫ନଂ ବୁଥ୍‌ ବିଜେପି ସଭାପତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବିଜେପି କର୍ମୀଙ୍କ ନାମ…

ଭୋଟ ପାଇଁ ନାଟ: ୨୦୨୧ରେ ଉପହାର ପାଇଥିବା ବହି ୨୦୨୪ ରେ ପୁଣି କିଣିଲେ ନବୀନ

ବିରୋଧୀଙ୍କୁ ଚକମା ଦେବାକୁ ଚେଷ୍ଟା କରି ଫସିଗଲେ ନବୀନ। ନବୀନ ସୁସ୍ଥ ନାହାନ୍ତି ବୋଲି ବିରୋଧୀମାନେ ଦାବି କରିବା ପରେ ନିଜେ ଫିଟ୍ ଅଛନ୍ତି ଦେଖେଇ ହେବାକୁ ଶୁକ୍ରବାର ସନ୍ଧ୍ୟାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ଠିକ୍ ଦିନକ ଆଗରୁ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌…

ତେରେଛା ବାଣ ମାରି ମଞ୍ଜକଥା କହିଦେଲେ ତଥାଗତ

ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କହିବା ପରେ ତେରେଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ସତପଥି। ସେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ‘Tooooo late’। ଏକ ନ୍ୟୁଜ୍ କ୍ଲିପ୍ ସହ Tooooo late ଲେଖିଛନ୍ତି…

ବିଜେଡିକୁ ପାଠ ପଢ଼ାଇଲେ ଅଶ୍ୱିନୀ ବୈଷ୍ଣବ

ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେଡି ମିଛ ପଦାରେ ପକାଇଛନ୍ତି ଅଶ୍ୱିନୀ। ସୋସିଆଲ ମିଡିଆ ଏକ୍ସରେ କିଛି ତଥ୍ୟ ପୋଷ୍ଟ କରି ଲେଖିଛନ୍ତି ବିଜେଡି କହୁଛି ଓଡ଼ିଶାରେ ଟେଲି ସଂଯୋଗ ଖରାପ ରହିଛି ହେଲେ ବାସ୍ତବ ସତ…