ତାଜା ଖବର ରାଜନୀତି ରାଜ୍ୟ Sujata Rout joins BJD: ବିଜେଡିରେ ସାମିଲ ହେଲେ ପୂର୍ବତନ IAS ଅଧିକାରୀ ସୁଜାତା ରାଉତ June 25, 2026 Nirvay ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା ରାଉତ ଗୁରୁବାର ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନଠାରେ ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ…
ତାଜା ଖବର ରାଜ୍ୟ BJD Meeting At Naveen Niwas: ନବୀନ ନିବାସରେ ବିଜେଡି ନେତାମାନଙ୍କ ବଡ଼ ବୈଠକ June 24, 2026 Papirani ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ଦଳର ବରିଷ୍ଠ ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ସମେତ ଶୀର୍ଷ ରାଜନୈତିକ ନେତାମାନେ ମାନସ ମନ୍ଥନ ଅଧିବେଶନରେ ଯୋଗଦେବା…
ତାଜା ଖବର ରାଜନୀତି ରାଜ୍ୟ Rajya Sabha Cross Voting: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା; ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ June 22, 2026 Papirani ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ଘଟଣାରେ ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ସୂଚନା ଯୋଗ୍ୟ; ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ । ଏଥିରେ ୮ ବିଧାୟକଙ୍କ ବିରୋଧରେ କ୍ରସ…
ତାଜା ଖବର Govt must be accountable for Women’s Safety: ନାରୀ ସୁରକ୍ଷା ଉପରେ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: ବିଜେଡି June 20, 2026 Nirvay ଦିନେ ଶାନ୍ତିପ୍ରିୟ ରାଜ୍ୟ ଭାବେ ଖ୍ୟାତି ଅର୍ଜନ କରିଥିବା ଓଡିଶା ଏବେ ଦୁର୍ନୀତି, ଭିଡହିଂସା, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳାର ଅଧୋଗତି ପାଇଁ ସାରା ବିଶ୍ୱରେ ଅପଖ୍ୟାତି ଅର୍ଜନ କରୁଛି । ଏହାର ଉଦାହରଣ ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ଦୁଇ…
ତାଜା ଖବର ରାଜନୀତି ରାଜ୍ୟ k.Priyadarshini Achary Join BJD: ବିଜେପି ଛାଡ଼ି ପୁଣି ବିଜେଡିରେ ମିଶିଲେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା June 19, 2026 Papirani ବୁଗୁଡ଼ା ରାଜନୀତିରେ ବଡ଼ ହଲଚଲ ଦେଖିବାକୁ ମିଳିଛି। ବିଜେପି ଛାଡ଼ି ପୁଣି ବିଜେଡିରେ ସାମିଲ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷା । ବ୍ଲକରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ଆଣି ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରି ନିଜର ସମର୍ଥତ ଅନେକ…
ତାଜା ଖବର ରାଜନୀତି ରାଜ୍ୟ Text Book Error: ଓଡିଆ ଭାଷା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କରନ୍ତୁ ବିଜେପି ସରକାର: ବିଜେଡି June 19, 2026 Papirani ଦୁର୍ନୀତି, ନାରୀ ନିର୍ଯାତନା, ବିଶୃଙ୍ଖଳା, ଚୋରି ଓ ରାହାଜାନି ଆଦି ଯେପରି ବିଜେପି ସରକାରର ଏକ ପ୍ରସଙ୍ଗ ପାଲଟିଛି ଯାଇଛି। ଏବେ ଏଥିରେ ଯୋଡି ହୋଇଯାଇଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ତାହା ହେଉଛି ପିଲାମାନଙ୍କ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ।…
ତାଜା ଖବର ରାଜନୀତି ରାଜ୍ୟ TextBook Error Issue: ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା; ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି: ନବୀନ ପଟ୍ଟନାୟକ June 17, 2026 Papirani ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ରହିଛି ୧୬୭୮ଟି ତ୍ରୁଟି ସାମ୍ନାକୁ ଆସିଛି। ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ନୂଆ ପାଠ୍ୟପୁସ୍ତକଗୁଡ଼ିକରେ ଏପରି ବ୍ୟାପକ ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ନବୀନ…
ରାଜ୍ୟ Errors in Odisha School Textbooks: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି June 16, 2026 Nirvay ନୂତନ ଏନଇପି-୨୦୨୦ ଅନୁସାରେ ପ୍ରକାଶ ହୋଇଥିବା ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ଅଭୂତପୂର୍ବ ତ୍ରୁଟି ହୋଇଛି । ଏନେଇ ବିଜେଡି ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶାର ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି । ଶଙ୍ଖ ଭବନରେ ଆୟୋଜିତ…
ତାଜା ଖବର ରାଜ୍ୟ Rairangpur Gangrape: ରାଇରଙ୍ଗପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା; ପୀଡ଼ିତାଙ୍କୁ ଭେଟିଲେ ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଦଳ June 16, 2026 Papirani ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଛି। ଏହି ଘଟଣା ରାଜ୍ୟରେ ମହିଳା ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ଅବନତିକୁ ପୁଣିଥରେ ପଦାରେ ପକାଇଛି। ଏହି ଘଟଣା ପରେ ବିଜୁ…
ତାଜା ଖବର ରାଜନୀତି ରାଜ୍ୟ CMO Missing File Row: ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଗାଏବ ଘଟଣାକୁ ନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲା ବିଜେପି June 11, 2026 Papirani ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ଗାଏବ ଘଟଣାକୁ ନେଇ ପୂର୍ବସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ନାଇଡୁ କମିଶନଙ୍କ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟକୁ ନେଇ…