Tag: BJD

MMDR Amendment Act: MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ଆନ୍ଦୋଳନ: ଲୋୟର PMGରେ ଗର୍ଜିଲେ ହଜାର ହଜାର କର୍ମୀ

କେନ୍ଦ୍ର ସରକାରଙ୍କ ‘ଖଣି ଓ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ’ କୁ କଡ଼ା ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରର PMG ଠାରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରହିଥିବା ବେଳେ ବିଜୁ…

Odisha Assembly: MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଧାନସଭାରେ ହଙ୍ଗାମା; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

କେନ୍ଦ୍ର ସରକାରଙ୍କ ନୂତନ ଖଣି ଓ ଖଣିଜ ସଂଶୋଧନ ଆଇନ୍, ୨୦୨୬ (MMDR Act) କୁ ନେଇ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ପ୍ରବଳ ହଙ୍ଗାମା କରିଛନ୍ତି। ସୋମବାର ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର କ୍ରମାଗତ ପଞ୍ଚମ କାର୍ଯ୍ୟଦିବସରେ…

BJD Rally against MMDR Amendment: ଏମଏମଡିଆର ସଂଶୋଧନକୁ ବିରୋଧ; ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ବିଜେଡି

ଏମଏମଡିଆର ସଂଶୋଧନ ଆଇନ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ରାୟଗଡ଼ାରେ ଜିଲ୍ଲା ସଭାପତି ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା । ଏହି ରାଲିରେ ହଜାର ହଜାର ଆଦିବାସୀ, ବିଜେଡି ନେତା, କର୍ମୀ ଓ ସମର୍ଥକ…

Kapilash Harassment Case: କପିଳାସରେ ଯୁବତୀ ଯୁବକଙ୍କୁ ନିର୍ଯାତନା ଘଟଣା; ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଦେବାରେ
ବିଫଳ ସରକାର: ବିଜେଡି

ବିହାରରେ ଜଣେ ମହିଳାଙ୍କ ଉପରେ ଯୌନ ପିପାସୁ ମାନଙ୍କ ନିର୍ଯାତନା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହାର ଗୋଟିଏ ଦିନ ପରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କ ଉପରେ…

BJD Slams BJP Over Mining Bill Support: MMDR ବିଲ୍‌କୁ ନେଇ ବିଜେପି ଉପରେ ବର୍ଷିଲେ ସୁଜାତା ରାଉତ, ନବୀନଙ୍କ ନେତୃତ୍ୱରେ ଲଢ଼େଇ ପାଇଁ ଦେଲେ ଆହ୍ୱାନ

ଖଣି ସଂଶୋଧନ ବିଲ୍ (MMDR) କୁ ନେଇ ରାଜ୍ୟ ରାଜନୀତି ଅତ୍ୟନ୍ତ ସରଗରମ ହୋଇଉଠିଛି। ବିଜେଡି ବିଜେପି ନେତା ଓ ସାଂସଦମାନଙ୍କ ଉପରେ କଡ଼ା ପ୍ରହାର କରିବା ସହ ସେମାନେ ରାଜଧର୍ମ ଭୁଲିଯାଇ ନିଜ ‘ମା’ ଓ ମାଟି’ ପ୍ରତି ଅନ୍ୟାୟ…

Odisha Assembly: MMDR ଆଇନ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା: ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳଙ୍କ ପ୍ରବଳ ହଙ୍ଗାମା ଓ ନାରାବାଜି ଯୋଗୁଁ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବୁଧବାର ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏବଂ ବିଜେଡିର ବିଧାୟକମାନେ ନିଜ ନିଜ ଆସନ…

TextBooks Errors Row: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରାଉ କରିବ ବିଜେଡି

ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ନେଇ ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ…

BJD Slams BJP Govt Over High Inflation: ନିତ୍ୟ ଆବଶ୍ୟକୀୟ ଜିନିଷର ଦରବୃଦ୍ଧି ରୋକିବାରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ମୁଦ୍ରାସ୍ଫୀତି ଯୋଗୁଁ ରାଜ୍ୟରେ ନିତ୍ୟ ଆବଶ୍ୟକୀୟ ଜିନିଷପତ୍ରର ଅହେତୁକ ଦରବୃଦ୍ଧିକୁ ନେଇ ଶାସକ ଦଳ ଉପରେ ବର୍ଷିଛି ବିଜୁ ଜନତା ଦଳ (ବିଜେଡି)। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ଦରଦାମ୍ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବିଜେଡି…

MMDR Act Amendments: MMDR ଆଇନ ପ୍ରତ୍ୟାହାର ଦାବି: ଅର୍ଥନୈତିକ ଓ ବାଣିଜ୍ୟିକ ଅବରୋଧ କରିବାକୁ ବିଜେଡିର ଚେତାବନୀ

ଖଣି ଓ ଖଣିଜ ଦ୍ରବ୍ୟ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ (MMDR Act) କୁ ନେଇ ରାଜ୍ୟ ରାଜନୀତି ଅଧିକ ସରଗରମ ହେବାରେ ଲାଗିଛି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ…