Tag: BIMSTEC U-23 Athletics Championships

BIMSTEC U-23 Athletics Championships: ବିମ୍‌ଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ: ୧୦୦ ମିଟର ବାଧାଦୌଡ଼ରେ ଓଡ଼ିଶାର ସବିତା ଟୋପୋଙ୍କୁ ସ୍ବର୍ଣ୍ଣ ପଦକ

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିମ୍‌ଷ୍ଟେକ୍ ଅଣ୍ଡର-୨୩ ଆନ୍ତର୍ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଓଡ଼ିଶାର କ୍ରୀଡ଼ାବିତ୍ ସବିତା ଟୋପୋ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ବାଧାଦୌଡ଼ ଇଭେଣ୍ଟରେ ସେ ୧୩.୮୬ ସେକେଣ୍ଡ ସମୟ ନେଇ ପ୍ରଥମ…