Tag: Bharatpur accident

Bharatpur Road Accident: ଭରତପୁରରେ ଦ୍ରୁତଗାମୀ ସ୍କର୍ପିଓ ଧକ୍କାରେ ଜଣେ ମୃତ୍ୟୁ, ୬ ଆହତ

ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ସ୍କୋର୍ପିଓ ଗାଡ଼ି ପ୍ରଥମେ ଏକ କାର୍‌କୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କିଛି ଲୋକଙ୍କ ଉପରକୁ ମାଡ଼ିଯାଇଥିଲା। ଏହି ଭୟଙ୍କର…