Tag: ABADHA

Puri Development: ‘ଅବଢ଼ା’ ଭଳି ପୁରୀ ପାଇଁ ଆଉ ଏକ ନୂଆ ଯୋଜନା: ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଶ୍ରୀକ୍ଷେତ୍ର ପୁରୀର ସାର୍ବଙ୍ଗୀନ ବିକାଶ, ଜଗନ୍ନାଥ ସଂସ୍କୃତିର ପ୍ରସାର ଏବଂ ଶ୍ରୀମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ ପ୍ରଚଳିତ ‘ଅବଢ଼ା’ ଯୋଜନା ଭଳି ପୁରୀ ପାଇଁ ଆଉ ଏକ ନୂତନ ଯୋଜନା କାର୍ଯ୍ୟକାରୀ…