ତାଜା ଖବର ରାଜ୍ୟ +2 Admission Merit List Released: ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ July 8, 2026 Papirani ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ୍ ଲିଷ୍ଟ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୬୧ ହଜାର ଶିକ୍ଷାର୍ଥୀଙ୍କ ମଧ୍ୟରୁ ୪ ଲକ୍ଷ ୨୯ ହଜାର ମନୋନୀତ ହୋଇଛନ୍ତି । ସିଲେକ୍ସନ ହାର ପ୍ରାୟ ୯୩.୦୪% ରହିଛି…