ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା IIC ନିଲମ୍ବିତ । ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶରଣକୂଳ IIC ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି । PMR-୧୦୪୦ର ନିୟମ ୮୪୦ ଅନୁଯାୟୀ କ୍ଷମତା ବ୍ୟବହାର କରି ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନାର ପୂର୍ବତନ IIC ସୁଜିତ କୁମାର ଦାସଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛନ୍ତି ଡିଜିପି। ତାସହ ଘଟଣାର ତଦନ୍ତ ପାଇଁ ନୟାଗଡ ଡିଏସପି ସଙ୍ଘମିତ୍ରା ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା ।

 

Leave a Reply

Your email address will not be published. Required fields are marked *