ତାଜା ଖବର ରାଜ୍ୟ Saranakula IIC Suspended: ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶରଣକୂଳ ଥାନା IIC ନିଲମ୍ବିତ June 22, 2026 Papirani ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା IIC ନିଲମ୍ବିତ । ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶରଣକୂଳ IIC ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି । PMR-୧୦୪୦ର ନିୟମ ୮୪୦ ଅନୁଯାୟୀ କ୍ଷମତା ବ୍ୟବହାର କରି ନୟାଗଡ଼ ଜିଲ୍ଲାର ଶରଣକୂଳ ଥାନାର…