କୋଣାର୍କ : ଟିକେଟ କଟିବା ପରେ ବଢୁଛି ଅସନ୍ତୋଷ । ଟିକେଟ କଟିବା ପରେ ଶକ୍ତି ଦେଖାଇଲେ ସମୀର ଦାଶ । ହଜାର ହଜାର ସମର୍ଥକଙ୍କ ସହ ନିମାପଡାରେ ସମୀରଙ୍କ ସଭା । ଟିକେଟ ନେଇ ପୁନଃବିଚାର ଦାବିରେ ରାଲି । ଟିକେଟ ନେଇ ପୁନର୍ବିଚାର ପାଇଁ ସମର୍ଥକଙ୍କ ଦ୍ୱାରା ଏ ସମାବେଶ କହିଲେ ସମୀର । ତାଙ୍କ ସମର୍ଥକ ମାନେ ନାରା ଲଗାଇଥିଲେ ଯେ ସମୀର ନାହାନ୍ତି ତ ବିଜେଡି ନାହିଁ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *