ଭୁବନେଶ୍ବର : କଂଗ୍ରେସ ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ଓଡ଼ିଶାର ୩ ଲୋକସଭା ଓ ୧୬ ବିଧାନସଭା ଆସନ ଦଳ ପ୍ରାର୍ଥୀ ତାଲିକା ଜାରି କରିଛି।

୩ ଲୋକସଭା
ସମ୍ବଲପୁର- ଦୁଲାଲ ଚନ୍ଦ୍ର ପ୍ରଧାନ
ଆସିକା-ଦେବକାନ୍ତ ଶର୍ମା
କେନ୍ଦୁଝର- ବିନୋଦ ନାଏକ ( ମୋହନ ହେମ୍ବ୍ରମଙ୍କ ଟିକେଟ କଟିଲା )

୧୬ ବିଧାନସଭା
– ସୋନାଲି ସାହୁ
ଚିଲିକା- ପ୍ରଦୀପ ସ୍ବାଇଁ
ଖଣ୍ଡପଡ଼ା- ମନୋଜ ପ୍ରଧାନ
ଦଶପଲ୍ଲା- ନକୁଳ ନାୟକ
କବିସୂର୍ଯ୍ୟନଗର- ସଂଜୟ କୁମାର ମଣ୍ଡଳ (ବିପିନ୍‌ ବିହାରୀ ସ୍ବାଇଁଙ୍କ ଟିକେଟ କଟିଲା )
ଗୋପାଳପୁର- ଶ୍ୟାମସୁନ୍ଦର ସାହୁ
କେନ୍ଦ୍ରାପଡ଼ା- ସିପ୍ରା ମଲ୍ଲିକ
ରାଜନଗର- ଅଶୋକ ପ୍ରତିହାରୀ
ମହାକାଳପଡ଼ା- ଲୋକନାଥ ମହାରଥୀ
ନିମାପଡ଼ା- ସିଦ୍ଧାର୍ଥ ରାଉତରାୟ
ପିପିଲି- ଜ୍ଞାନରଂଜନ ପଟ୍ଟନାୟକ
ଜୟଦେବ- କୃଷ୍ଣ ସଗରିଆ( ଜୟନ୍ତ ଭୋଇଙ୍କ ଟିକେଟ କଟିଲା )
ଝାରସୁଗୁଡ଼ା- ଅମିତା ବିଶ୍ବାଳ
ବଡସାହି- କ୍ଷିରୋଦ ପାତ୍ର
ସୁକିନ୍ଦା- ବିଭୁ ଭୂଷଣ ରାଉତ
କଣ୍ଟାମାଳ- ଶରତ ପ୍ରଧାନ (ମନୋଜ ଆଚାର୍ଯ୍ୟଙ୍କ ଟିକେଟ କଟିଲା )

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *