LPG ଓ PNG ସେବା ଯୋଗାଣ ନେଇ ନିୟମ କୋହଳ କଲେ ସରକାର । ଜଣେ LPG ଉପଭୋକ୍ତା PNG ସଂଯୋଗ ପାଇଁ ୩୦ ଦିନ ମହଲତ ପାଇବ । ସେହିପରି PNGରୁ LPGକୁ ପରିବର୍ତ୍ତନ ପାଇଁ ମଧ୍ୟ ୩୦ ଦିନ ମିଳିବ । ଏହି ସୁବିଧା ସ୍ଥାନାନ୍ତରଯୋଗ୍ୟ ଚାକିରି ଥିବା କର୍ମଚାରୀ, ପ୍ରବାସୀ ପରିବାର, ଛାତ୍ର, ଭଡାଟିଆ ଏବଂ ବାରମ୍ବାର ସହର ପରିବର୍ତ୍ତନ କରୁଥିବା ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହେବ।

Leave a Reply

Your email address will not be published. Required fields are marked *