ଭୁବନେଶ୍ୱର : ବିଜେପି ଛାଡି ବିଜେଡିରେ ସାମିଲ ହେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ରବୀନ୍ଦ୍ର କୁମାର ପାଟଯୋଶୀ। । ୨୦୧୪ରେ ବିଜେପି ବିଧାୟକ ପ୍ରାର୍ଥୀ ଥିଲେ ରବୀନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲେ। ତାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ରବୀନ୍ଦ୍ର ଥିଲେ ଧର୍ମଗଡ଼ ବ୍ଲକର ପୂର୍ବତନ ଅଧକ୍ଷ ।

 

By SonaliP

Leave a Reply

Your email address will not be published. Required fields are marked *