ଫୁଟବଲ ମ୍ୟାଚ୍ ବେଳେ ଦଳାଚକଟା, ୧୨୭ ମୃତ

ଏଜେନ୍ସୀ : ନୂଆଦିଲ୍ଲୀ : ଫୁଟବଲ ମ୍ୟାଚ ପରେ ବଡ ଧରଣର ହିଂସା। ପ୍ରାଣ ହରାଇଲେ ୧୨୭ଜଣ। ୧୮୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଣ୍ଡୋନେସିଆରେ ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍ସି ଓ ପେସେବାୟା ସୁରବାୟା ଟିମ୍…

କୁନି ପିଲାଙ୍କ ରକ୍ତରେ ହୋଲି ଖେଳ, ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

ଏଜେନ୍ସୀ : କାବୁଲ : କୁନି କୁନି ପିଲାଙ୍କ ରକ୍ତରେ ହୋଲି ଖେଳିଲେ। ଭୟଙ୍କର ବିସ୍ଫୋରଣରେ ଥରହର ହେଲା ପରିବେଶ। ଟଳିପଡ଼ିଲେ ଶିଶୁ। ଛୁଟିଲା ରକ୍ତର ଶୁଅ। ଆଜି କାବୁଲର ଏକ ସ୍କୁଲରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ…

ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଡବଲ ଏନକାଉଣ୍ଟର, ଆତଙ୍କୀ ନିହତ

ଏଜେନ୍ସୀ : ଶ୍ରୀନଗର : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଉପତ୍ୟକାରେ ଡବଲ ଏନକାଉଣ୍ଟର ଘଟିଛି । ଶ୍ରୀ ଶାହ ଅକ୍ଟୋବର ୩ରେ ରଜୌରୀ ଓ ବାରମୁଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପୂର୍ବରୁ…

ସିଡିଏସ ଭାବେ ଦାୟିତ୍ୱ ନେଲେ ଜେନେରାଲ ଅନୀଲ ଚୌହାନ

ଏଜେନ୍ସୀ : ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ଶୁକ୍ରବାର ଜେନେରାଲ ଅନୀଲ ଚୌହାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେନେରାଲ ଚୌହାନ ୩ ସେନାର ମୁଖ୍ୟ ଭାବେ କାମ କରିବେ । ଦାୟିତ୍ୱ ନେବା ପରେ ୩ ସେନା…

ମିଆଁମାରରେ ୫.୨ ତୀବ୍ରତାର ଭୂକମ୍ପ ଝଟକା, ଥରିଲା ଉତ୍ତରପୂର୍ବ ଭାରତ

ଏଜେନ୍ସୀ : ଗୌହାଟୀ : ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ମିଆଁମାର । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୨ ରହିଥିବା ଜଣାପଡ଼ିଛି । ଏହାର ପ୍ରଭାବ ଭାରତର ଏକାଧିକ ଉତ୍ତରପୂର୍ବ ରାଜ୍ୟ ଉପରେ ପଡ଼ିଛି ।…

ସୋନିଆ ଗାନ୍ଧିଙ୍କୁ ଭେଟିଲେ ସଚିନ ପାଇଲଟ

ଏଜେନ୍ସୀ : ନୂଆଦିଲ୍ଲୀ : କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଓ ରାଜସ୍ଥାନରେ ରାଜନୀତିକ ସଙ୍କଟ ଭିତରେ ବଡ଼ ବୟାନ ଦେଇଛନ୍ତି ସଚିନ ପାଇଲଟ । ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ପାଇଲଟ ଗୁରୁବାର ସଂପ୍ରତି ରାଜନୀତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା…

ଅଫିସ ନ ଆସି ଦରମା ନେଉଥିଲେ, ନିଳମ୍ବନ ଆଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଏଜେନ୍ସୀ : ଲକ୍ଷ୍ନୌ : ଦୀର୍ଘ ୬ ମାସ ହେଲା ଅଫିସ ନ ଆସି ଦରମା ନେବା ଜଣେ ଡେପୁଟି ସିଏମଓଙ୍କୁ ମହଙ୍ଗା ପଡ଼ିଛି । କାମ ନ କରି ଅମରୋହା ଜିଲ୍ଲାରେ ଡେପୁଟି ସିଏମଓ ଭାବେ କାର୍ଯ୍ୟ କରୁଥିବା ଡା…

ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ହମଲା, ଚାଲିଗଲା ୧୯ ଜୀବନ

ଏଜେନ୍ସୀ : କାବୁଲ : ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ଜଣେ ଆତଙ୍କବାଦୀ ଆଫଗାନିସ୍ତାନର କାବୁଲରେ ଥିବା ଗୋଟିଏ ଶିକ୍ଷା କେନ୍ଦ୍ର ଭିତରେ ହମଲା କରିଛି । ଏଥିରେ ଶିକ୍ଷାନୁଷ୍ଠାନର କିଛି…

କୁକୁରଙ୍କ ଗୋଡ଼ ଓ ପାଟି ବାନ୍ଧିବା ଘଟଣା; ବିଦା ହେଲେ ୪ ତଳିଆ କର୍ମଚାରୀ

ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅମାନବୀୟ ଭାବେ କୁକୁରଙ୍କ ଗୋଡ଼ ଓ ପାଟି ବାନ୍ଧିବା ଘଟଣାରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଜଣେ ପିଅନ ଓ ୩ ମହିଳା ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର…

ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନିର୍ଭୟ ମିଡ଼ିଆ : କଟକ : ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ ମୁରଲିଧରଙ୍କର ମାଡ୍ରାସ ବିଚାରପତିର ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛି ।…