ତାଜା ଖବର ରାଜ୍ୟ Sarala Puraskar: ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ାଙ୍କୁ ମିଳିଲା ଶାରଳା ପୁରସ୍କାର October 25, 2026 Nirvay
ତାଜା ଖବର ରାଜ୍ୟ CM assigns 8 Districts to DCMs and Ministers for Cyclone Duty: ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ୮ ଜିଲ୍ଲାର ଦାୟିତ୍ୱ October 25, 2026 Nirvay
ତାଜା ଖବର ରାଜ୍ୟ Sarala Puraskar: ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ାଙ୍କୁ ମିଳିଲା ଶାରଳା ପୁରସ୍କାର October 25, 2026 Nirvay
ତାଜା ଖବର ରାଜ୍ୟ CM assigns 8 Districts to DCMs and Ministers for Cyclone Duty: ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ୮ ଜିଲ୍ଲାର ଦାୟିତ୍ୱ October 25, 2026 Nirvay
ଖେଳ ତାଜା ଖବର ଦେଶ पीएम मोदी ने एशियाई पैरा खेलों में भारत के रिकॉर्ड 114 पदकों की जीत की सराहना की October 25, 2026 Nirvay
ତାଜା ଖବର ରାଜ୍ୟ PM Modi Inaugurates RBI’s Data Centre: ଭୁବନେଶ୍ୱରରେ ଆର୍ବିଆଇ ଡାଟା ସେଣ୍ଟର ଉଦ୍ଘାଟନ କଲେ ମୋଦୀ October 25, 2026 Nirvay
ତାଜା ଖବର ରାଜ୍ୟ Nirmala Sitharaman in Odisha: ଭୁବନେଶ୍ୱରରେ ପହଞ୍ଚିଲେ ନିର୍ମଳା ସୀତାରମଣ, RBI ଗ୍ରୀନଫିଲ୍ଡ ଡାଟା ସେଣ୍ଟରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଦେବେ ଯୋଗ October 25, 2026 Nirvay
ରାଜ୍ୟ ୪ର୍ଥ ଦିନରେ ଚାଲିଛି ବ୍ରଜକିଶୋର ଦାସଙ୍କ ଘରେ ଚଢ଼ାଉ January 20, 2025 Papirani ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ୪ର୍ଥ ଦିନରେ ଚାଲିଛି ବ୍ରଜକିଶୋର ଦାସଙ୍କ ଘରେ ଚଢ଼ାଉ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଧନକଉଡ଼ା ସ୍ଥିତ ଘର ଓ ଅଫିସରେ ଏହି ରେଡ କରାଯାଉଛି…
ତାଜା ଖବର ଦେଶ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ କାରାଦଣ୍ଡ January 20, 2025 Papirani ବହୁଚର୍ଚ୍ଚିତ କଲିକତା ଆରଜି କର ମେଡିକାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀ ସଂଜୟ ରାୟକୁ ମିଳିଲା ଆଜୀବନ କାରା ଦଣ୍ଡାଦେଶ । ଗତ ୧୮ ତାରିଖରେ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ…
ତାଜା ଖବର ରାଜ୍ୟ ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ January 20, 2025 Papirani ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟରେ ପ୍ରଧାନମନ୍ତୀ ଆବାସ ସର୍ଭେ କାର୍ଯ୍ୟ। ସର୍ଭେ ନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ସେ କହିଛନ୍ତି ୨୪ରୁ ଆରମ୍ଭ ହେବ ସର୍ଭେ କାର୍ଯ୍ୟ । ଏଥିପାଇଁ ଅଫ୍ଲାଇନ୍…
ତାଜା ଖବର ରାଜ୍ୟ ଖଣିମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ January 20, 2025 Papirani କୋଣାର୍କ ଇକୋ ରିଟ୍ରିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୋଣାର୍କରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ‘ବିକଶିତ ଭାରତ ୨୦୪୭’ର ପରିକଳ୍ପନା ଅନୁଯାୟୀ ଆୟୋଜନ କରାଯାଉଛି। ତୃତୀୟ ଜାତୀୟ…
ତାଜା ଖବର ରାଜ୍ୟ ଶୀତରେ କଲବଲ ସାରା ରାଜ୍ୟ; ୧୦ ଡିଗ୍ରୀ ତଳେ ୫ ସହରର ତାପମାତ୍ରା January 20, 2025 Papirani ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ରାଜ୍ୟରେ ରାତି ତାପମାତ୍ରା କମିବା ସହିତ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହେଉଛି । ଫୁଲବାଣୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ବେଳେ ୧୦ ଡିଗ୍ରୀ ତଳେ ରହିଛି ୫ ସହର । ୭…
ତାଜା ଖବର ରାଜ୍ୟ ଆଜିଠୁ ଆରମ୍ଭ ହେଲା ଚିଲିକାରେ ଡଲଫିନ୍ ଗଣନା January 20, 2025 Papirani ଆଜି ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଚିଲିକା ହ୍ରଦର ସାତପଡ଼ା ଓ ବାଲୁଗାଁ ରେଞ୍ଜରେ ବିଭିନ୍ନ ସ୍ଥାନରେ ୧୮ଟି ଟିମ୍ ନିୟୋଜିତ କରାଯାଇଛି । ଏଥିରେ ବାଲୁଗାଁ ବନଖଣ୍ଡର ୧୦ ଓ ସାତପଡ଼ାର ୮ଟି ଟିମ୍ ସାମିଲ ରହିଛନ୍ତି।…
ରାଜ୍ୟ ଗୋପାଳ ବନ୍ଧୁକର ଫରେନସିକ୍ ରିପୋର୍ଟରେ ବି ହେରାଫେରି ! January 20, 2025 Papirani ନବ ବାସ ହତ୍ୟାକାଣ୍ଡ ଚକ୍ରାନ୍ତକୁ ନବୀନ ସରକାର, କ୍ରାଇମବ୍ରାଞ୍ଚ ଏବଂ କିଛି ବରିଷ୍ଠ ପୁଲିସ ଅଧିକାରୀ କବର ଦେଇସାରିଛନ୍ତି । ସିବିଆଇ ତଦନ୍ତ ଦ୍ବାରା କିଛି ଲାଭ ମିଳିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଇତିଶ୍ରୀ ହତ୍ୟା ମାମଲାରେ ଯାହା ହୋଇଥିଲା ନବ…
ରାଜ୍ୟ ନୟାଗଡ଼ ମାଟିତଳେ ଲିଥିୟମ୍ ଭଣ୍ଡାର January 20, 2025 Papirani ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ପାଇଁ ଖୁସିର ଖବର । କିଛି ମାସ ତଳେ କେନ୍ଦୁଝର ଜିଲ୍ଲାର ମାଟି ତଳେ ସୁନା ଥିବାର କଥା କହିଥିଲା ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ। ଏବେ ନୟାଗଡ଼ ଜିଲ୍ଲାର ମାଟି ତଳେ ଲିୟମ ଭଣ୍ଡାର…
ଖେଳ ଦେଶ ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା January 19, 2025 Nirvay ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆଜି ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ନୀରଜ ଚୋପ୍ରା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ନୀରଜଙ୍କ ବିବାହରେ…
ରାଜ୍ୟ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ January 19, 2025 Nirvay ଆଜି ସନ୍ଧ୍ୟାରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୋଲିସ୍ ବିଭାଗରେ…