ତାଜା ଖବର ରାଜ୍ୟ Land Returned to Lord Jagannath: ମହାପ୍ରଭୁଙ୍କ ନାମକୁ ଫେରିଲା ହଡ଼ପ ଜମି October 1, 2026 Nirvay
ତାଜା ଖବର ରାଜ୍ୟ Land Returned to Lord Jagannath: ମହାପ୍ରଭୁଙ୍କ ନାମକୁ ଫେରିଲା ହଡ଼ପ ଜମି October 1, 2026 Nirvay
ଖେଳ ତାଜା ଖବର ଦେଶ Nitesh Siwach Ends India’s 64-year Wait in Greco-Roman Wrestling at Asian Games October 1, 2026 Nirvay
ତାଜା ଖବର ଦେଶ Govt Revises Guidelines for Issuance of Exempted FASTags for Divyangjan and PwD Vehicles October 1, 2026 Nirvay
ତାଜା ଖବର ରାଜ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଇଂରାଜୀ ନୂତନ ବର୍ଷ ୨୦୨୫ର ଡେସ୍କ୍ ଓ ୱାଲ୍ କ୍ୟାଲେଣ୍ଡର୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ December 26, 2024 Papirani ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି…
ତାଜା ଖବର ରାଜ୍ୟ ନାଲ୍କୋ ଛକରେ ଉଠା ଦୋକାନୀଙ୍କ ଧାରଣା December 26, 2024 Papirani ଆଜି ରାଜଧାନୀର ନାଲ୍କୋ ଛକରେ ହଜାର ହଜାର ଉଠା ଦୋକାନୀ ଧାରଣା ଦେଇଛନ୍ତି । ବେଆଇନ ଦୋକାନ ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ହଜାର ହଜାର ଉଠା ଦୋକାନୀ । ୯ ଦଫା ଦାବି ନେଇ ବିଏମସି ଉତ୍ତର ଜୋନ୍…
ତାଜା ଖବର ରାଜ୍ୟ ଚାଷୀଙ୍କ ଉପରେ ଦାଉ ସାଜିଲା ଅଦିନିଆ ବର୍ଷା; ଫସଲ ନଷ୍ଟ ଦେଖି ଚାଷୀ ମୃତ December 26, 2024 Papirani ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି କରାଇଛି । ଅଦିନିଆ ବର୍ଷା ଚାଷୀକୂଳକୁ ଦୁଃଖ ସାଗରରେ ଭସାଇ ଦେଇଛି । ଜମିରେ…
ତାଜା ଖବର ରାଜ୍ୟ ଦୁର୍ବଳ ହେଲା ଲଘୁଚାପ; ରାଜ୍ୟରେ କମିଲା ବର୍ଷା December 26, 2024 Papirani ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇଛି । ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ ଏବଂ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କହିଛି ।…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଆରଆଇ December 26, 2024 Papirani ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ରାଜସ୍ବ ନିରୀକ୍ଷକ (ଆରଆଇ) ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା ସହିତଘର ସମେତ କୋରାପୁଟ ଏବଂ…
ରାଜନୀତି ସକ୍ରିୟ ରାଜନୀତିକୁ ଫେରିବେ କି ରଘୁବର ! December 26, 2024 Papirani ରାଜ୍ୟପାଳ ପଦରୁ ହଠାତ୍ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ରଘୁବର ଦାସ। ମଙ୍ଗଳବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ଖବର ପ୍ରଥମେ ଜଣାପଡିଥିଲା। ରଘୁବରଙ୍କ ସ୍ଥାନରେ ଡକ୍ଟର ହରିବାବୁ କମ୍ଭାମପତି ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ତେବେ ଅଚାନକ…
ରାଜନୀତି ରାଜ୍ୟ କୁଟ୍ଟେଙ୍କ ପାଖରେ କାହିଁକି ଆତ୍ମସମର୍ପଣ କଲା ଭାଜପା ? December 26, 2024 Papirani ଉପରସ୍ତରରେ ଜଘନ୍ୟ ଖେଳ ଆଗରେ ରାଜ୍ୟ ଭାଜପା ସରକାର କେଡ଼େ ଅସହାୟ ତାହାର ଏକ ବଡ଼ ପ୍ରମାଣ ରଖିଦେଇଗଲା ବିବାଦୀୟ ଆଇପିଏସ ଅଫିସର ଧିରେନ୍ଦ୍ର ସମ୍ବଜୀ କୁଟେ । କେନ୍ଦ୍ରକୁ ଡେପୁଟେସନରେ ଗଲେ, କିନ୍ତୁ ରାଜ୍ୟ ସରକାରଙ୍କ ଅଭିଯୋଗ ଉପରେ କୌଣସି…
ତାଜା ଖବର ରାଜ୍ୟ ୨ ବର୍ଷରେ ହେବ ୭୫ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 26, 2024 Nirvay ପୂର୍ବ ନବୀନ ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ୧ ଲକ୍ଷ ୫୦ ହଜାର ପଦବୀ ଖାଲି ପଡ଼ିଥିବା ଦର୍ଶାଇ ସରକାର ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବେ ବୋଲି ସେ ଆଶ୍ୱାସନା ଦେଇଥିଲେ ।…
ରାଜନୀତି ରାଜ୍ୟ ଓଡ଼ିଶାର ବିକାଶ ପାଇଁ ବାଜପେୟୀଙ୍କ ଅବଦାନ ଅତୁଳନୀୟ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 25, 2024 Nirvay ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି । ତାଙ୍କ ଜୀବନର ଗଭୀରତା, ସଦ୍ଗୁଣ ଓ ଆଦର୍ଶ ତାଙ୍କୁ ଦେବତାଙ୍କ ସହିତ ତୁଳନୀୟ କରିଥିଲା । ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର । ଦଳମତ ନିର୍ବିଶେଷରେ…
ତାଜା ଖବର ରାଜ୍ୟ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 25, 2024 Nirvay ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ୧୫୪୨ ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ରାଜ୍ୟରେ ସମୁଦାୟ ୨୭୧୧ ଟି ପ୍ୟାକ୍ସ (PACS)…