ତାଜା ଖବର ରାଜ୍ୟ Heavy Rain Alert: ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲ୍ଲାରେ କାଲି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା September 10, 2026 Papirani
ତାଜା ଖବର ରାଜ୍ୟ Heavy Rain Alert: ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଜିଲ୍ଲାରେ କାଲି ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା September 10, 2026 Papirani
ତାଜା ଖବର ରାଜ୍ୟ Orangutan Rescued in Odisha: ଓରାଙ୍ଗଉଟାନ ଉଦ୍ଧାର ପ୍ରସଙ୍ଗ: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ September 10, 2026 Papirani
ତାଜା ଖବର ରାଜନୀତି ରାଜ୍ୟ Political Clash in Kendrapada: ରାଜନଗରରେ ଶିଳାନ୍ୟାସ ବେଳେ ବିଧାୟକ ଧ୍ରୁବ ସାହୁଙ୍କୁ କଡ଼ା ବିରୋଧ September 10, 2026 Papirani
ତାଜା ଖବର ଦେଶ 18th BRICS Summit: ବ୍ରିକ୍ସ ସମ୍ମିଳନୀ ପାଇଁ ୭ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ September 10, 2026 Papirani
ତାଜା ଖବର ରାଜନୀତି ରାଜ୍ୟ BJD Starcampaigners: ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି October 17, 2025 Papirani ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି। ଗତକାଲି ବିଜେପି ତାର ପ୍ରଚାର ତାଲିକା ପ୍ରସ୍ତୁତ କରିଥିବା ବେଳେ ଆଜି ବିଜେଡି ମଧ୍ୟ ତାର ପ୍ରଚାର ତାଲିକା ପ୍ରସ୍ତୁତ କରିଛି । ଏହି ଷ୍ଟାର ପ୍ରଚାରକ ତାଲିକାରେ ନବୀନ…
ତାଜା ଖବର ଦେଶ ରାଜନୀତି Gujarat Cabinet Reshuffle: ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ October 17, 2025 Papirani ଆଜି ଗୁଜରାଟରେ ଏକ ବଡ଼ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ ।ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟ୍ ର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଛି। ହର୍ଷ ସାଂଘଭି…
ତାଜା ଖବର ରାଜ୍ୟ +2 Exam: ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା October 17, 2025 Papirani ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହୋଇପାରେ କଳା, ବିଜ୍ଞାନ, ବାଣିଜ୍ୟ ସମେତ ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତରେ ପରୀକ୍ଷା । ଏନେଇ ଆଜି ସୂଚନା…
ତାଜା ଖବର ରାଜ୍ୟ SI Exam Scam: ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ ମାମଲା: ମୋଷ୍ଟ ୱାଣ୍ଟେଡ୍ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ October 17, 2025 Papirani ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାକୁ ନେଇ ବଡ଼ ଖୁଲାସା କରିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି। ସେ କହିଛନ୍ତି ଏହି ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ । ସୁକାନ୍ତ ମହାରଣା, ସୌମ୍ୟା…
ତାଜା ଖବର ରାଜ୍ୟ maoist: ମାଓବାଦୀଙ୍କୁ ଧରାନ୍ତୁ କୋଟିପତି ହୁଅନ୍ତୁ: ପୁରସ୍କାର ପୋଷ୍ଟର ଜାରି କଲା ପୋଲିସ୍ October 17, 2025 Papirani ମାଓବାଦୀଙ୍କୁ ଧରି କୋଟିପତି ହେବାକୁ ପୋଷ୍ଟର ଜାରି କଲା ବୌଦ୍ଧ ପୋଲିସ । ଯେଉଁଥିରେ ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ରହିଛି । ମାଓବାଦୀଙ୍କୁ ଧରାନ୍ତୁ, ଆଉ କୋଟିପତି ହୁଅନ୍ତୁ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ବୌଦ୍ଧ…
ତାଜା ଖବର ରାଜ୍ୟ Odia teacher raped and murdered: ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା October 17, 2025 Papirani ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପଶ୍ଚିମବଙ୍ଗରେ ଓଡ଼ିଶାର ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ବାମୀ…
ରାଜନୀତି ରାଜ୍ୟ Nuapada Bypoll: ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ହଟାଇଲା ବିଜେଡି October 16, 2025 Nirvay ନୂଆପଡା ରାଜନୀତିରେ ବଡ଼ ହଲଚଲ । ନୂଆପଡ଼ା ନିର୍ବାଚନ ପୂର୍ବରୁ ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ହଟିଛି । ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବରିଷ୍ଠ ଆଦିବାସୀ ନେତା ଭାନୁ ପ୍ରତାପ ସିଂହ ମାଝୀ । କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କ ପୁତୁରା…
ତାଜା ଖବର ରାଜନୀତି ରାଜ୍ୟ BJP Announces New Office Bearers: ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା October 16, 2025 Papirani ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା। ପ୍ରକାଶିତ ନୂତନ ପଦାଧିକାରୀ ତାଲିକାରେ ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଉପ କୋଷାଧ୍ୟକ୍ଷ ରହିଛନ୍ତି । ଉପସଭାପତି ତାଲିକାରେ…
ତାଜା ଖବର ରାଜ୍ୟ Vehicles Blacklist: ବ୍ଲାକ ଲିଷ୍ଟ ହେଲା ୨୫୮ଟି ଗାଡ଼ି; ରେଜିଷ୍ଟ୍ରେସନ୍ ରଦ୍ଦ ପାଇଁ ଚିଠି October 16, 2025 Papirani ବେପରୁଆ ଭାବେ ବାରମ୍ବାର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଅମାନିଆ ଗାଡ଼ି ଚାଳକଙ୍କ ପାଇଁ କଡ଼ା ପଦକ୍ଷପ ନେଇଛି କମିଶନରେଟ୍ ଟ୍ରାଫିକ୍ ପୋଲିସ। ଯେଉଁମାନେ ଏକାଧିକବାର ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ଗାଡ଼ି ପଞ୍ଜିକରଣ ରଦ୍ଦ କରିବାକୁ କମିଶନରେଟ୍ ପୋଲିସ…
ତାଜା ଖବର ରାଜ୍ୟ Low Pressure Area: ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା October 16, 2025 Papirani ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଏନେଇ କିଛି…