ତାଜା ଖବର ରାଜ୍ୟ Odisha Teachers Stage Protest in BBSR: ବିଧାନସଭା ଆଗରେ ଶିକ୍ଷକ ଓ କର୍ମଚାରୀ ସଂଘର ଅହୋରାତ୍ର ଆନ୍ଦୋଳନ August 16, 2026 Papirani
ତାଜା ଖବର ରାଜନୀତି ରାଜ୍ୟ MMDR Act 2026: ଏମ୍ଏମଡିଆର ପ୍ରତ୍ୟାହାର ନ ହେଲେ ସବୁ ଖଣି ବନ୍ଦ କରିବ କଂଗ୍ରେସ: ଭକ୍ତ ଦାସ August 16, 2026 Papirani
ତାଜା ଖବର ରାଜ୍ୟ Odisha Teachers Stage Protest in BBSR: ବିଧାନସଭା ଆଗରେ ଶିକ୍ଷକ ଓ କର୍ମଚାରୀ ସଂଘର ଅହୋରାତ୍ର ଆନ୍ଦୋଳନ August 16, 2026 Papirani
ତାଜା ଖବର ରାଜନୀତି ରାଜ୍ୟ MMDR Act 2026: ଏମ୍ଏମଡିଆର ପ୍ରତ୍ୟାହାର ନ ହେଲେ ସବୁ ଖଣି ବନ୍ଦ କରିବ କଂଗ୍ରେସ: ଭକ୍ତ ଦାସ August 16, 2026 Papirani
ତାଜା ଖବର ରାଜ୍ୟ Interim DGP Assumes Charge: ଓଡ଼ିଶା ପୋଲିସର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ବିନୟତୋଷ ମିଶ୍ର August 16, 2026 Papirani
ତାଜା ଖବର ରାଜ୍ୟ Odisha Flood Alert: ବନ୍ୟା ସ୍ଥିତି ତଦାରଖ କରିବାକୁ ୩ ବରିଷ୍ଠ IASଙ୍କୁ ମିଳିଲା ୩ ଜିଲ୍ଲାର ଦାୟିତ୍ୱ August 16, 2026 Papirani
ତାଜା ଖବର ରାଜ୍ୟ Odisha’s Patriotic Music Fest “Bharatiyam”: ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ‘ଭାରତୀୟମ୍’ ଆୟୋଜିତ August 16, 2026 Papirani
କୋଣାର୍କ ଏକ୍ସପ୍ରେସ୍ରେ ବୋମା! April 13, 2022 ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ସୂଚନା ମିଳିଛି। ଏହି ସୂଚନା ମିଳିବା ପରେ ସିକନ୍ଦରାବାଦ୍ ଷ୍ଟେସନ ନିକଟରେ ଟ୍ରେନକୁ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା ବେଳେ ଟ୍ରେନ୍ଠୁ ନିରାପତ୍ତା ଦୂରତାକୁ ଚାଲିଯିବାକୁ କୁହାଯାଇଛି। ଏହା ପରେ ଟ୍ରେନ୍ରେ ଯାଞ୍ଚ ଆରମ୍ଭ…
ତୃଣମୂଳ ନେତାଙ୍କ ପୁଅ ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଯାଞ୍ଚ ନିଦେ୍ର୍ଦଶ ଦେଲେ ହାଇକୋର୍ଟ April 12, 2022 ତୃଣମୂଳ ନେତାଙ୍କ ପୁଅ ଅଭିଯୁକ୍ତ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଯାଞ୍ଚ ନିଦେ୍ର୍ଦଶ ଦେଲେ ହାଇକୋର୍ଟ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ନାଦିଆରେ ୧୪ବର୍ଷର ଝିଅକୁ ଦୁଷ୍ମର୍ମ ପରେ ହତ୍ୟା ମାମଲାର ଯାଞ୍ଚ ସିବିଆଇକୁ ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି…
ରାଜ୍ୟଗୋଷ୍ଠୀ କିମ୍ବା ଏସିଆନ୍ ଗେମ୍ସ ପାଇଁ ଟ୍ରାଏଲ ଦେବେ ନାହିଁ ସାଇନା April 12, 2022 ଲଣ୍ଡନ ଅଲିମ୍ପିକ୍ସର ବ୍ରୋଞ୍ଜ ମେଡାଲ ବିଜୟିନୀ ସାଇନା ନେହେୱଲ ଏବର୍ଷ ଅନୁଷ୍ଠିତ ହେବାକୁ ଥିବା ଦୁଇଟି ବଡ଼ ଆନ୍ତର୍ଜାତିକ ପ୍ରତିଯୋଗିତା ସକାଶେ ଭାରତୀୟ ଦଳର ଚୟନ ଟ୍ରାଏଲରେ ଭାଗ ନେବେ ନାହିଁ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ଏବର୍ଷ…
ୟୁଥ୍ ଭଲି : ଓଡ଼ିଶାର ବଢ଼ିଆ ଆରମ୍ଭ April 12, 2022 ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆରମ୍ଭ ହୋଇଛି ୨୩ତମ ଜାତୀୟ ଯୁବା ଭଲିବଲ୍ ପ୍ରତିଯୋଗିତା । ଏଥିରେ ମହିଳା ଓ ପୁରୁଷ ବର୍ଗରେ ଓଡ଼ିଶା ପାଇଛି ବଢ଼ିଆ ଆରମ୍ଭ। ଓଡ଼ିଶା ପୁରୁଷ ଦଳ ମହାରାଷ୍ଟ୍ର ବିପକ୍ଷରେ ୩-୦ ସେଟ୍ରେ ଜିତିଥିଲା ବେଳେ ସମାନ ସ୍କୋର୍…
ପ୍ରଥମ ଭାରତୀୟ ଭାବେ ୧୦୦ ଛକା ମାରିଲେ ହାଦ୍ରିକ୍ April 12, 2022 ଗୁଜରାଟ ଟାଇଟନ୍ସର ଅଧିନାୟକ ହାଦ୍ରିକ୍ ପାଣ୍ଡିଆ ଆଇପିଏଲ୍ରେ ପ୍ରଥମ ଭାରତୀୟ ଭାବେ ଶତକୀୟ ଛକା ମାରିବାର ରେକର୍ଡ କରିଛନ୍ତି। ସୋମବାର ହାଇଦ୍ରାବାଦ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଏହି ସଫଳତା ପାଇଛନ୍ତି। ଏହି ଭାରତୀୟ ଅଲରାଉଣ୍ଡର ଏହି ମାଇଲଖୁ ପ୍ରତିଷ୍ଠା ପାଇଁ…
ଚେନ୍ନାଇକୁ ବିରାଟ ଝଟକା : ଚହର ଆଉଟ୍ April 12, 2022 ଏଥରର ଆଇପିଏଲ୍ ନିଲାମରେ ୧୪କୋଟିରେ ପେସ୍ ବୋଲର ଦୀପକ ଚହରଙ୍କୁ କିଣିଥିଲା ଚେନ୍ନାଇ ସୁପର କିଙ୍ଗସ୍। ଗତ ସିଜିନ୍ରେ ଦଳର ଷ୍ଟାର ଖେଳାଳି ରହିଥିବା ଦୀପକଙ୍କୁ ନିଲାମ ପୂର୍ବରୁ ଦଳ ଛାଡି ଦେଇଥିଲା। ହେଲେ ତାଙ୍କର ଆବଶ୍ୟକତାକୁ ଉପଲବ୍ଧି କରି ନିଲାମ…
ଜୁନିଅର ହକି ବିଶ୍ୱକପ୍ ହରାଇଲେ ପଦକ, ଝରାଇଲେ ଲୁହ April 12, 2022 ୨୦୧୩ର ସଫଳତାକୁ ବି ଏଥର ଦୋହରାଇପାରିଲେ ନାହିଁ ଭାରତୀୟ ଜୁନିଅର ମହିଳା ହକି ଦଳ। ଦକ୍ଷିଣ ଆଫି୍ରକାରେ ମଙ୍ଗଳବାର ଶେଷ ହୋଇଥିବା ଜୁନିଅର ହକି ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ବିନା ମେଡାଲରେ ଫେରିବାକୁ ବାଧ୍ୟ ହୋଇଛି। ମଙ୍ଗଳବାର ଇଂଲନ୍ଦ ବିପକ୍ଷ…
୧୭ ଜିଲ୍ଲାରେ ୧ରୁ ରବିଧାନ ସଂଗ୍ରହ April 12, 2022 ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ମେ’ ୧ ତାରିଖରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମନ୍ଦିରେ ପ୍ରବେଶ କରି ନପାରିବ, ସେଥି ନିମନ୍ତେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ…
ନାଗା ଚୈତନ୍ୟଙ୍କ ନାଁରେ ଚାଲାଣ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି ନାଗା ଚୈତନ୍ୟ April 12, 2022 ହାଇଦ୍ରାବାଦ:ପୁଣିଥରେ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଙ୍କୁ କିଏ ବା ନଜାଣେ ତାଙ୍କ ଅଭିନୟର ରଙ୍ଗ ଭଙ୍ଗୀରେ ସେ ଦର୍ଶକ ମାନଙ୍କୁ ଏମନ୍ତି ବାନ୍ଧି ରଖିଛନ୍ତି ତାହା ସେ ହିଁ କହିପାରିବେ। କିନ୍ତୁ କିଛି…
ହାତ ଟେକିଦେଲେ ଶ୍ରୀଲଙ୍କା ବାସୀ । ସୁଝିପାରିବନି ବିଦେଶୀ ଋଣ। April 12, 2022 ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ଅସହାୟ ଜନତାଙ୍କ ଅସହାୟ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦେଶର ନାଗରିକ ପ୍ରତିଦିନ ନୂଆ ନୂଆ ସମସ୍ୟାର ସାମ୍ନା କରୁଛନ୍ତି। ତାପରେ ବୋଝ ଉପରେ ଲଳିତା ବିଡ଼ା ,ବିଦେଶୀ ରୁଣ ୫୧ ଆରବ ଡଲାର…