ତାଜା ଖବର ରାଜ୍ୟ Subarnapur Road Scam: ରାସ୍ତା କାମରେ ଦୁର୍ନୀତି ଅଭିଯୋଗରେ ୪ ଅଧିକାରୀ ନିଲମ୍ବିତ August 21, 2026 Papirani
ତାଜା ଖବର ରାଜ୍ୟ Online Auto Association President Arrested: ଫେରାର ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ August 21, 2026 Papirani
ତାଜା ଖବର ରାଜ୍ୟ Subarnapur Road Scam: ରାସ୍ତା କାମରେ ଦୁର୍ନୀତି ଅଭିଯୋଗରେ ୪ ଅଧିକାରୀ ନିଲମ୍ବିତ August 21, 2026 Papirani
ତାଜା ଖବର ରାଜ୍ୟ Online Auto Association President Arrested: ଫେରାର ଅନଲାଇନ୍ ଟ୍ୟାକ୍ସି ଡ୍ରାଇଭର ସଂଘର ସଭାପତି ଦୀନବନ୍ଧୁ ନାୟକ ଗିରଫ August 21, 2026 Papirani
ତାଜା ଖବର ଦେଶ ରାଜ୍ୟ Odia Girl Dies In Hyderabad: ହାଇଦ୍ରାବାଦରେ ଦୁର୍ଘଟଣା: ସାଂସଦଙ୍କ ପୁଅର କାର୍ ଧକ୍କାରେ ଓଡ଼ିଶା ଝିଅଙ୍କ ମୃତ୍ୟୁ August 21, 2026 Papirani
ଦେଶ जयपुर में CJP कार्यकर्ताओं पर हमला; BJP ने ‘गुंडों के हमले’ के आरोप को नकारा August 21, 2026 Nirvay
ମାରିୟୁପୋଲକୁ କବଜ୍ କଲା ରୁଷିଆ April 21, 2022 ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପାଖାପାଖି ୨ ମାସ ହେଲା ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ରୁଷିଆ ସେନା ୟୁକ୍ରେନର ଅନେକ ଅଞ୍ଚଳକୁ ନିଜ କବଜାକୁ ନେଇଯାଇଛି। ସେହିପରି ୟୁକ୍ରେନ ମଧ୍ୟ ଆମେରିକା ଏବଂ ନାଟୋ ଦେଶଗୁଡିକଠାରୁ ଅସ୍ତ୍ର ପାଇ ଯୁଦ୍ଧକୁ…
ଧାନବାଦରେ ବେଆଇନ୍ କୋଇଲା ଖନନ ଯୋଗୁ ୬୦ ଫୁଟ୍ ଦବିଲା ମାଇନ୍ସ April 21, 2022 ଝାଡଖଣ୍ଡର ଧାନବାଦରେ ଏକ ବଡ ଅଘଟଣ ଘଟିଛି । ସ୍ଥାନୀୟ ଚିରକୁନ୍ଦା ଥାନା ଅନ୍ତର୍ଗତ ଡୁମୁରୀଜୋଡଠାରେ ଥିବା ବିସିସିଏଲର ବନ୍ଦ ପଡିଥିବା ମାଇନ୍ସ ବେଆଇନ୍ ଖନନ ଯୋଗୁ ଧସିଯାଇଛି। ଯେଉଁ କାରଣରୁ ଏହା ଉପରେ ଯାଇଥିବା ପାଖାପାଖି ୬୦ ଫୁଟର ମାଟି…
ଡରାଇବେ କିଆରା April 21, 2022 ଅକ୍ଷୟ କୁମାର, ବିଦ୍ୟା ବାଲାନ ଷ୍ଟାରର ଫିଲ୍ମ ‘ଭୁଲ ଭୁଲୈୟା’କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏହାର ସଫଳତାକୁ ଦେଖି ଫିଲ୍ମର ଦ୍ୱିତୀୟ ଭାଗ ବନାଇବା ଲାଗି ନିଦେ୍ର୍ଦଶକ ଘୋଷଣା କରିଥିଲେ। ସେବେଠାରୁ ‘ଭୁଲଭୁଲୈୟା ୨’କୁ ନେଇ ଦର୍ଶକ ଖୁବ୍ ବ୍ୟଗ୍ରର…
ବାଜି ମାରିବ କିଏ April 21, 2022 ବଲିଉଡରେ ପୁସ୍ତକ ଉପରେ ଅନେକ ଫିଲ୍ମ ପ୍ରସ୍ତୁତ କରାଯାଉଛି। ଫିଲ୍ମ ହାଇଦର, ଦେବଦାସ, ୩ ଇଡିୟଟ୍ସ, ଓମକାରା, ପରିଣୀତା, ୨ ଷ୍ଟେଟ୍ସ ପରେ ଏବେ ଲେଖକ ଅମୀଷ ତ୍ରିପାଠୀଙ୍କ ପୁସ୍ତକ ‘ଦି ଇର୍ମୋଟାଲ୍ସ ଅଫ୍ ମେଲୁହା’କୁ ନେଇ ବଲିଉଡରେ ଫିଲ୍ମ ପ୍ରସ୍ତୁତ…
ପୁଲିସ୍ ଅଧିକାରୀ ଭୂମିକାରେ ସିଦ୍ଧାର୍ଥ April 21, 2022 ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ରୋହିତ ଶେଠୀ ବର୍ତ୍ତମାନ ନିଜର ପ୍ରଥମ ୱେବ୍ ସିରିଜ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି। ‘ଶେର୍ଶାହା’ରେ ଜଣେ ସୈନିକ ଭୂମିକା ତୁଲାଇବା ପରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବେ ପୁଲିସ୍ ଅଧିକାରୀ ଭୂମିକାରେ ନଜର ଆସୁଛନ୍ତି। ସିଦ୍ଧାର୍ଥ…
ୱିଜଡେନ୍ କ୍ରିକେଟର ଅଫ୍ ଇୟର ପୁରସ୍କାର ତାଲିକାରେ ଦୁଇ ଭାରତୀୟ April 21, 2022 ବିଶ୍ୱ କ୍ରିକେଟର ବାଇବେଲ ଭାବେ ପରିଚିତ କ୍ରିକେଟ ପତି୍ରକା ୱିଜଡେନର ୨୦୨୨ ବର୍ଷର ବାର୍ଷିକ ସଂସ୍କରଣ ପ୍ରକାଶ ପାଇଛି। ଏଥିରେ ୫ଜଣ ଖେଳାଳିଙ୍କୁ କ୍ରିକେଟର ଅଫ୍ ଇୟର ଭାବେ ମନୋନୀତ କରାଯାଇଛି। ସାରା ଦୁନିଆର କି୍ରକେଟ ଖେଳାଳିଙ୍କ ଲାଗି ୱିଜଡନର ଟପ୍୫…
ଏସିଆନ ଗେମ୍ସ ପାଇଁ ବ୍ୟାଡ଼ମିଣ୍ଟନ ଦଳର ଚୟନ ସାମିଲ ହେଲେ ୧୪ବର୍ଷିୟ ଉନ୍ନତି April 21, 2022 ଜାତୀୟ ଟ୍ରାଏଲ ସରିବା ପରେ ଭାରତୀୟ ବ୍ୟାଡ଼ମିଣ୍ଟନ ସଂଘ ଚୀନରେ ହେବାକୁ ଥିବା ଏସିଆନ ଗେମ୍ସ ସକାଶେ ନାମ ଘୋଷଣା କରିଛି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ତଥା ଥୋମାସ୍ ଏବଂ ଉବରକପ ପାଇଁ ମଧ୍ୟ ବାଛିଛି ଦଳ। ୬ଦିନ ଧରି ସ୍ଥାନୀୟ…
ସ୍ୱାମୀଙ୍କୁ ମାରିବା ପାଇଁ ସ୍ତ୍ରୀ କରିଥିଲା ଷଡ଼ଯନ୍ତ୍ର ,ପୁଲିସ୍ ହାତରେ ଧରାପଡ଼ିଲା ପ୍ରେମିକ April 21, 2022 ଭୁବନେଶ୍ୱର (ନିର୍ଭୟ): ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବା ପାଇଁ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର କଲେ ସ୍ତ୍ରୀ। ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ କଳହ ଘଟଣା ଏବେ ନୀତି ଦିନିଆ ହୋଇଗଲାଣି। ବିବାହ ପରେ…
ସୂର୍ଯ୍ୟଙ୍କ ଶକ୍ତିଶାଳୀ ତରଙ୍ଗର ପ୍ରଭାବରେ ହୋଇପାରେ ଜିପିଏସ କୁ ବିପଦ April 21, 2022 ନୂଆଦିଲ୍ଲୀ : ସୂର୍ଯ୍ୟଙ୍କ ଦେହରେ ଜୋରଦାର ବିସ୍ଫୋରଣ ହୋଇଥିବା ଚିତ୍ର ନାସାଙ୍କ ସୋଲାର ସିଷ୍ଟମ କରିଛି ଉତ୍ତୋଳନ। ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ,ବଢ଼ିବା ଠାରୁ ଗଢ଼ିବା ପର୍ଯ୍ୟନ୍ତ ସୂର୍ଯ୍ୟ ଙ୍କ ରଶ୍ମି ହେଉଛି ମୁଖ୍ୟ ଉପାଦାନ। ଯିବ ଠାରୁ…
ବାପାଙ୍କ ଭଙ୍ଗା ଦୋକାନ ଆଗରୁ ଟଙ୍କା ଗୋଟାଉଛି ଆଠ ବର୍ଷର ବାଳକ April 21, 2022 ଦିଲ୍ଲୀ : ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଅସ୍ଥାୟୀ ସଂରଚନାକୁ ଭାଙ୍ଗି ଦିଆଯାଇଥିଲା। ଯେଉଁଠାରେ ବୁଲଡୋଜର ଅସ୍ଥାୟୀ ସଂରଚନା ଭାଙ୍ଗିଥିଲା ସେଠାରେ ଏକ ୮ ବର୍ଷର ବାଳକ କିଛି ଖୁଚୁରା ତାଙ୍କ ଗୋଟାଉଥିବା ଘଟଣା ସୋସିଆଲ ମିଡିଆରେ ଘୁରିବୁଲଉଛି। ସୂଚନାମୁତାବକ…