ଦେଶ Delhi Red Fort Blast: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଭାବରେ ଗ୍ରହଣ କଲେ ସରକାର November 12, 2025 Nirvay
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଆସନ୍ତା ୧୪ ତାରିଖ ସକାଳ ୮ଟାରୁ ୨୬ ରାଉଣ୍ଡରେ ହେବ ଭୋଟ ଗଣତି: ନୂଆପଡା ଜିଲ୍ଲାପାଳ November 12, 2025 Papirani
ଦେଶ Delhi Red Fort Blast: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଭାବରେ ଗ୍ରହଣ କଲେ ସରକାର November 12, 2025 Nirvay
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଆସନ୍ତା ୧୪ ତାରିଖ ସକାଳ ୮ଟାରୁ ୨୬ ରାଉଣ୍ଡରେ ହେବ ଭୋଟ ଗଣତି: ନୂଆପଡା ଜିଲ୍ଲାପାଳ November 12, 2025 Papirani
ତାଜା ଖବର ରାଜ୍ୟ Surabhi 2025: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 12, 2025 Papirani
ତାଜା ଖବର ରାଜନୀତି ରାଜ୍ୟ BJD Press Meet: ରାଜ୍ୟ ନିର୍ବାଚନ ଇତିହାସରେ, ନୂଆପଡା ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ: ବିଜେଡି November 12, 2025 Papirani
ତାଜା ଖବର ଦେଶ Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣା: ଆହତଙ୍କୁ ହସ୍ପିଟାଲ୍ରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି November 12, 2025 Papirani
ନୀତୀଶ କୁମାରଙ୍କ କାରକେଡକୁ ପଥରମାଡ଼ ଘଟଣା: ୧୩ ଜଣଙ୍କୁ ବାନ୍ଧିଲା ପୁଲିସ୍ August 22, 2022 ଏଜେନ୍ସୀ : ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାରକେଡ ଉପରକୁ ପଥର ମାଡ଼ ଘଟଣାରେ ପୁଲିସ୍ ୧୩ ଜଣଙ୍କୁ ଗିରଫ କରିଛି । ଏମାନେ ସିଧାସଳଖ ପଥର ମାଡ଼ ଘଟଣାରେ ସାମିଲ ଥିଲେ ବୋଲି ପୁଲିସ୍ ସୂଚନା ଦେଇଛି…
ମନୀଷ ସିସୋଦିଆଙ୍କ ବଡ଼ ଦାବି: କେସ୍ ଉଠାଇବାକୁ ଭାଜପା ଦେଇଛି ଏମିତି ପ୍ରସ୍ତାବ August 22, 2022 ଏଜେନ୍ସୀ : ନୂଆଦିଲ୍ଲୀ : ନୂଆ ଅବକାରୀ ନୀତିକୁ ନେଇ ଅଡ଼ୁଆରେ ପଡ଼ିଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ବଡ଼ ଦାବି କରିଛନ୍ତି । ସିବିଆଇ ତାଙ୍କ ଘରେ ରେଡ୍କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାର…
ଶାରଦା ମାଇନ୍ସରେ ପଶିଲା ଇଡି August 22, 2022 ନିର୍ଭୟ ମିଡ଼ିଆ : କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ଶାରଦା ମାଇନ୍ସରେ ଆଜି ସକାଳୁ ପଶିଛି ଇଡି । ଶାରଦା ମାଇନ୍ସର କିଛି ବରିଷ୍ଠ ଅଧିକାରୀଙ୍କ ଘରେ ଇଡି ରେଡ ହେଉଥିବା ଜଣାଯାଇଛି । ବେଆଇନ୍ ଅର୍ଥ କାରବାର ଲିଙ୍କ୍…
ପୋଖରୀରେ ବୁଡ଼ିଗଲେ ୨ ଶିଶୁ August 22, 2022 ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି । ଏପରି ଦୁଃଖଦ…
ମୃତ ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ରାଜପଥ ଅବରୋଧ August 22, 2022 ନିର୍ଭୟ ମିଡ଼ିଆ : କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧୀନ ଘୋଟିଆ ଗାଁ ନିକଟ ଏକ ଜଙ୍ଗଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବାର ୭ ଦିନ ପରେ ବି ଏହାକୁ ନେଇ ବିବାଦ ଥମୁନି । ଛାତ୍ରୀଜଣଙ୍କୁ…
ଅସହ୍ୟ ଯନ୍ତ୍ରଣାରେ ଛଟପଟ ବ୍ୟକ୍ତିଙ୍କ ପେଟରୁ ବାହାରିଲା ଗ୍ଲାସ August 22, 2022 ନିର୍ଭୟ ମିଡ଼ିଆ : ବ୍ରହ୍ମପୁର : ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଡାକ୍ତରଙ୍କ ପାଖକୁ ଯାଇ ଅପରେସନ ହେଲେ । ହେଲେ ଅପରେସନ ପରେ ପେଟ ଭିତରୁ ଛୁଞ୍ଚି କି ପଥର ନୁହେଁ ବାହାରିଲା ଷ୍ଟିଲ ଗ୍ଲାସ୍ । ଗଞ୍ଜାମ ଜିଲ୍ଲା…
ରାଜଘାଟରେ ସୁବର୍ଣ୍ଣରେଖା ସ୍ଥିର, ଆଖୁଆପଦାରେ ବଢୁଛି ବୈତରଣୀ August 22, 2022 ନିର୍ଭୟ ମିଡ଼ିଆ : ବାଲେଶ୍ୱର : ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍ର ୧୬ଟି ଗେଟ୍ ଖୋଲାଯିବା ପରେ ବନ୍ୟା ଜଳରେ ଫୁଲିବାକୁ ଲାଗୁଛି ସୁବର୍ଣ୍ଣରେଖା । ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ମାଡ଼ି ଆସୁଥିବା ବେଳେ ମଧ୍ୟାହ୍ନ ୧୨ଟାରେ ଏହା ପିକ୍ରେ ପହଞ୍ଚିବ…
ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ବାପା ଝିଅ ଗୁରୁତର August 22, 2022 ନିର୍ଭୟ ମିଡ଼ିଆ : ବାଲିଗୁଡ଼ା : ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଟାଗୁଡା ପଞ୍ଚାୟତର ଟଙ୍ଗମ ଗାଁରେ ଦେଖିବାକୁ ମିଳିଛି…
ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ନାପକିନ August 22, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅତ୍ୟାବଶ୍ୟକ ରିଲିଫ୍ କିଟ୍ ଭାବେ…
ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା, କନ୍ଧମାଳରେ ୭୩% August 22, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ସକ୍ରିୟ ମୌସୁମୀ ଓ ଏକାଧିକ ଲଘୁଚାପ ଯୋଗୁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା…