ଦେଲେନି ଦଶହରା ଖର୍ଚ୍ଚ, ବନ୍ଦ କରିଦେଲେ ପାଣି

ନିର୍ଭୟ ମିଡ଼ିଆ : ଭଞ୍ଜନଗର : ଦେଲେନି ଦଶହରା ଖର୍ଚ୍ଚ । ରାଗି ଯାଇ ଜଳ ଯୋଗାଣ ବନ୍ଦ କରିଦେଲ ପମ୍ପ ଡ୍ରାଇଭର । ଏଭଳି କିଛି ଅଭିଯୋଗ ଆଣି ପିଇବା ପାଣି ନପାଇ ରାସ୍ତା ଅବରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାର…

ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ନିର୍ଭୟ ମିଡ଼ିଆ : ବାରିପଦା : ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ପୁଲିସ ଜିପ୍‌ ଓ ଘୁଷୁରୀ ବୋଝେଇ ଟ୍ରକ୍‌ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀ…

ପଥଚାରୀ ଉପରେ ମାଡ଼ିଗଲା ବାଇକ୍‌, ୩ ମୃତ

ନିର୍ଭୟ ମିଡ଼ିଆ : ସମ୍ବଲପୁର : ରାଜପଥ ବରେଇପାଲି ନିକଟରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌ଭାରସାମ୍ୟ ହରାଇ ପଥଚାରୀ ଉପରେ ମାଡ଼ି ଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦୁଇ ଜଣ ବାଇକ୍‌…

ବାଇକ୍‌କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଲା କାର୍‌

ନିର୍ଭୟ ମିଡ଼ିଆ : କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍‌କୁ ଧକ୍କା ଦେଇ ଏକ କାର୍‌ ରାସ୍ତା ଉପରେ…

ଆଉ ଅଟୋ ଚଳେଇପାରିବେନି ଓଲା ଏବଂ ଓବେର !

ଏଜେନ୍ସୀ : ବାଙ୍ଗାଲୋର : କାର,ଅଟୋ ଓ ବାଇକ୍‌ ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧା ମୂଲ୍ୟରେ ଯାତ୍ରା ସେବା ଯୋଗାଇ ଦେଇ ଆସୁଥିବା ଓଲା ଏବଂ ଓବେର କମ୍ପାନୀକୁ ଝଟ୍‌କା । ଏହି ଦୁଇ କମ୍ପାନୀ ଆଉ ବେଙ୍ଗାଲୁରୁରେ ଅଟୋ ଚଳାଇ ପାରିବେ…

ଧାମନଗର ଉପ ନିର୍ବାଚନ ପୂର୍ବରୁ ବଦଳିଲେ ଧାମନଗର ଓ ତିହିଡ଼ି ବ୍ଲକର ବିଡିଓ

ନିର୍ଭୟ ମିଡ଼ିଆ : ଭଦ୍ରକ : ଧାମନଗର ଉପ ନିର୍ବାଚନ ପୂର୍ବରୁ ବଦଳିଲେ ଧାମନଗର ଓ ତିହିଡ଼ି ବ୍ଲକର ବିଡିଓ । ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡ଼ି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇଥିବା ସୂଚନା ଦେଇଛି…

ବସ୍‌ ଜଳି ୧୦ ମୃତ, ୩୨ ଆହତ

ଏଜେନ୍ସୀ : ନାସିକ୍‌ : ଶନିବାର ସକାଳେ ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ନାସିକର ଔରଙ୍ଗାବାଦରୋଡ଼ରେ ଏକ ବସ୍‌ ଟ୍ରକକୁ ପିଟିବା…

ଯୋଗୀଙ୍କ ସୂଚନା: ରାମ ମନ୍ଦିରର ଅଧା କାମ ସରିଲାଣି

ଏଜେନ୍ସୀ : ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଚାଲିଥିବା ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାମ ୫୦% ସରିଲାଣି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ରାମ ମନ୍ଦିର ଟ୍ରଷ୍ଟର କହିବା କଥା ୨୦୨୪ ମସିହା ମକର…

ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା

ଏଜେନ୍ସୀ : ନୂଆଦିଲ୍ଲୀ : ଶୁକ୍ରବାର ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ବେଲାରୁଷର ଆଲେସ୍ ବାଲିଆସ୍କି ଏବଂ ରୁଷର ମାନବାଧିକାର ସଂଗଠନ…

ସିଜିଏଲ ପରୀକ୍ଷାରେ ହିନ୍ଦୀ, ଇଂଲିସ ଭାଷା ବାଧ୍ୟତାମୂଳକକୁ ନେଇ ଆପତ୍ତି ଉଠାଇଲେ କାନିମୋଝି

ଏଜେନ୍ସୀ : ନୂଆଦିଲ୍ଲୀ : ଡିଏମକେ ସାଂସଦ କନିମୋଝି ସରକାରୀ ଚାକିରି ପାଇଁ ଭାଷାଗତ ବାଧ୍ୟତାମୂଳକକୁ ନେଇ ଆପତ୍ତି ଉଠାଇଛନ୍ତି। ମିଳିତ ସ୍ନାତକସ୍ତର (ସିଜିଏଲ) ପରୀକ୍ଷାରେ ହିନ୍ଦୀ ଓ ଇଂଲିସ ଭାଷାର ବାଧ୍ୟତାମୂଳକକୁ ନେଇ ଅଭିଯୋଗ ଉଠାଇଛନ୍ତି କାନିମୋଝି। ଏହି ପରୀକ୍ଷାରେ…