ରାଜ୍ୟ କେନ୍ଦୁଝର ଠାରେ ‘ଜିରୋ ଆକ୍ସିଡେଣ୍ଟ ଡେ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 13, 2025 Nirvay
ରାଜ୍ୟ କେନ୍ଦୁଝର ଠାରେ ‘ଜିରୋ ଆକ୍ସିଡେଣ୍ଟ ଡେ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 13, 2025 Nirvay
ରାଜନୀତି ରାଜ୍ୟ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ହେବ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ September 13, 2025 Nirvay
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଶକ୍ତ ଝଟକା, ଇସ୍ତଫା ଦେଲେ ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ July 6, 2022 ଏଜେନ୍ସୀ : ଲଣ୍ଡନ : ବ୍ରିଟେନର ବୋରିସ୍ ଜନସନ ସରକାରଙ୍କୁ ଲାଗିଛି ଶକ୍ତ ଝଟକା। ଜଣକ ପରେ ଜଣେ ମନ୍ତ୍ରୀ ଜନସନଙ୍କ ହାତ ଛାଡ଼ି ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି। ଗତକାଲି ପ୍ରଥମେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ ଇସ୍ତଫା…
ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍, ଶିକ୍ଷୟିତ୍ରୀ ମୃତ; ୩୦ ଆହତ July 6, 2022 ନିର୍ଭୟ ମିଡ଼ିଆ : ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ…
ଆତ୍ମହତ୍ୟା କଲେ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ July 6, 2022 ନିର୍ଭୟ ମିଡ଼ିଆ : ରାଉରକେଲା : ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଉପରୁ ପରଦା ହଟି ନ ଥିବା ବେଳେ ଜୀବନ ହାରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ଗତକାଲି ବିଳମ୍ବିତ ରାତିରେ ରାଉରକେଲା…
ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ July 6, 2022 ନିର୍ଭୟ ମିଡ଼ିଆ : ପୁରୀ : ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଗତକାଲି ହେରାପଞ୍ଚମୀ ନୀତି ସମାପ୍ତ ପରେ ଆଜିଠାରୁ ବାହୁଡାଯାତ୍ରା ପାଇଁ ଆରମ୍ଭ ହେବ ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ…
ଖାଉଟିଙ୍କ ଉପରେ ମହଙ୍ଗା ଛାଟ, ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର July 6, 2022 ଏଜେନ୍ସୀ : ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଖାଉଟିଙ୍କ ଉପରେ ବାଜିଛି ମହଙ୍ଗା ଛାଟ । ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା…
ଆଜି ବାହାରିବ ମାଟ୍ରିକ ରେଜଲ୍ଟ July 6, 2022 ନିର୍ଭୟ ମିଡ଼ିଆ : କଟକ : ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ଗୋଟାଏରେ କଟକ ବୋର୍ଡ କାର୍ୟ୍ୟାଳୟରେ ମନ୍ତ୍ରୀ ସମୀର ଦାଶ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବେ। ଏହାର ଏକ ଘଣ୍ଟା…
ଆଜମ ଖାନଙ୍କ ପୁଅ ଓ ପତ୍ନୀଙ୍କୁ ଇଡିର ଡାକରା July 5, 2022 ଏଜେନ୍ସୀ : ଲକ୍ଷ୍ନୌ : ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ କମୁନି ଅଡୁଆ। ନିକଟରେ ଜେଲରୁ ମୁକୁଳିଥିବା ସପା ନେତାଙ୍କ ଘରକୁ ଏବେ ପୁଣି ଇଡି ସମନ ପଠାଇଛି। ଜୋହର ୟୁନିର୍ଭସିଟି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜମ ଖାନଙ୍କ ପୁଅ…
ଉଦ୍ଧବଙ୍କ ଖୋଲା ଚ୍ୟାଲେଞ୍ଜ, ଯଦି ସାହସ ଅଛି ତେବେ ନିର୍ବାଚନ ଲଢ଼ July 5, 2022 ଏଜେନ୍ସୀ : ମୁମ୍ବାଇ : ମହାରାଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବା ପରେ ବି ସରିନି ରାଜନୀତି। ଏକନାଥ ସିନ୍ଦେ ଭାଜପା ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଶିବସେନା ବୈଠକରେ ଆଜି ଭାଜପା ଉପରେ ଜୋରଦାର ବର୍ଷିଛନ୍ତି ଉଦ୍ଧବ। ପୂର୍ବତନ…
୮ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ July 5, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଆସନ୍ତା ୮ ତାରିଖରେ ଓଡ଼ିଶା ଆସିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସି ବିଭିନ୍ନ ଦଳର ବିଧାୟକ ଓ ସାଂସଦଙ୍କୁ ଭେଟିବେ ଏବଂ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ କହିବେ।…
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଛାତ୍ରୀ ନିଖୋଜ, ମିଳୁନି ପତ୍ତା July 5, 2022 ନିର୍ଭୟ ମିଡ଼ିଆ : ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ତାଙ୍କ ନାଁ ସୁଭାଷିନୀ ମଲ୍ଲିକ । ସେ ଯୁକ୍ତ ୩ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସୁଭାଷିନୀ ଶୁକ୍ରବାରଠୁ…