ବଦଳିଲେ ଖୋର୍ଦ୍ଧା ଓ ନୟାଗଡ଼ ଏସ୍‌ପି । ଓଡ଼ିଶା ସରକାର ସୋମବାର ଦୁଇ ଜଣ ଏସ୍ପିଙ୍କ ପୋଷ୍ଟିଂରେ ପରିବର୍ତ୍ତନ କରିଛନ୍ତି ୨୦୧୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ପରମାର ସ୍ମିତ ପୁରୁଷୋତ୍ତମଦାସ ହେଲେ ଖୋର୍ଦ୍ଧା ଏସ୍‌ପି । ସେହିପରି, ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଖୋର୍ଦ୍ଧା ବଦଳରେ ନୟାଗଡ଼ରେ ଦାୟିତ୍ୱ ଗ୍ରହଣ କରିବେ। ରାଜ୍ୟରେ ଆଇନ ଶୃଙ୍ଖଳାକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଆଇପିଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ।

Leave a Reply

Your email address will not be published. Required fields are marked *