ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ଆଇନଗତ ବିବାଦର ଶୁଣାଣି ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଯାଇଛି। ତେବେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଶୁଣାଣି ଆଜି ଅସମାପ୍ତ ରହିଥିବାରୁ, ସର୍ବୋଚ୍ଚ ଅଦାଲତ ଆସନ୍ତା କାଲି ପୁଣି ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। Post navigation Panchayat Reorganization: ପଞ୍ଚାୟତ ପୁନର୍ଗଠନ ପ୍ରଶାସନିକ ନିୟମାବଳୀ ପ୍ରସ୍ତୁତ ହୋଇନାହିଁ: ପଞ୍ଚାୟତରାଜ ମନ୍ତ୍ରୀ जमुई कांड में मुख्य आरोपी का पुलिस एनकाउंटर, पैर में लगी गोली