Tag: Odisha DGP Appointment Row

Odisha DGP Appointment Row: ନୂଆ ଓଡ଼ିଶା ଡିଜିପି ନିଯୁକ୍ତି ବିବାଦ: ସୁପ୍ରିମକୋର୍ଟରେ କାଲି ପୁଣି ହେବ ମାମଲାର ଶୁଣାଣି

ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ଆଇନଗତ ବିବାଦର ଶୁଣାଣି ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଯାଇଛି। ତେବେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଶୁଣାଣି ଆଜି ଅସମାପ୍ତ ରହିଥିବାରୁ, ସର୍ବୋଚ୍ଚ ଅଦାଲତ ଆସନ୍ତା…