ଆଜିଠାରୁ ଓଡ଼ିଶାରେ ଲାଗୁ ହେଲା ନିର୍ବାଚନ ଆଚରଣବିଧି (ମଡ଼େଲ କୋଡ଼ ଅଫ କଣ୍ଡକ୍ଟ)। ଏହା ଆଜିଠୁ ଆରମ୍ଭ ହୋଇ ନିର୍ବାଚନ ଶେଷ ପର୍ଯ୍ୟାୟ ଯାଇ ଲାଗୁ ହୋଇ ରହିବ।

ଉଭୟ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉପରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ।ଘୃଣା, ବିଭେଦ ଓ ଉତ୍ତେଜନା ସୃଷ୍ଟି କରୁଥିବା ଭାଷଣ କିମ୍ବା କାର୍ଯ୍ୟ ଉପରେ ଅଙ୍କୁଶ ଲାଗିବ।

କେବଳ ଯୋଜନା, କାର୍ଯ୍ୟକ୍ରମ ସଂପର୍କରେ ସମାଲୋଚନା କରିପାରିବେ ରାଜନୈତିକ ଦଳ ଓ ସରକାରୀ କଳର ଅପବ୍ୟବହାର କରିପାରିବେନି ଶାସକ ଦଳ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *