ରାଜଧାନୀ ସହରାଞ୍ଚଳ ପରିବହନ (ସି. ଆର୍. ଯ଼ୁ. ଟି.) ଓ. ଏନ୍. ଡି. ସି. ପ୍ଲାଟଫର୍ମରେ ଏବେ ଏକ ପଞ୍ଜୀକୃତ ଡିଜିଟାଲ୍ ଟିକେଟ୍ ବିକ୍ରେତା ହୋଇପାରିଛି। ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ଯାତ୍ରୀ ଯାତାୟତ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସିଆରୟୁଟି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।

ଓ. ଏନ୍. ଡି. ସି. ସହିତ ସି. ଆର୍. ୟୁ . ଟି. ର ଏକୀକରଣର ଲକ୍ଷ୍ଯ ହେଉଛି ଡିଜିଟାଲ କ୍ଷେତ୍ର ରେ ସମ୍ମୁଖୀନ ହେଉଥିବା ଅସୁବିଧା ର ସମାଧାନକୁ ବୃଦ୍ଧି କରିବା, ଟିକେଟ୍ କ୍ରୟକୁ ସରଳ କରିବା, ଯାତ୍ରୀଙ୍କ ଅସୁବିଧାକୁ ହ୍ରାସ କରିବା ଏବଂ ସହର ମଧ୍ୟ ରେ ପରିବହନ ସରଳ କରିବା। ଚଲୋ ମୋବିଲିଟି ପ୍ରାଇଭେଟ୍. ଲିମିଟେଡ୍ ହେଉଛି ପ୍ରଥମ ଆପ , ଯାହା ଯାତ୍ରୀମାନଙ୍କୁ ଯେକୌଣସି ଓଏନଡିସି-ଅନୁପାଳନ ଆପ୍ ମାଧ୍ଯମରେ ବସ୍ ଟିକେଟ୍ କିଣିବାରେ ସକ୍ଷମ କରିବ | ମୋ ବସ୍ ସହ ଚଲୋ ଆପ ରେ ମଧ୍ୟ ଟିକେଟ କରିପାରିବେ ରାଜଧାନୀ ବାସୀ |

By Nirvay

Leave a Reply

Your email address will not be published. Required fields are marked *