Tag: Mo Bus

‘ମୋ ବସ୍’ରେ ଯାତ୍ରାକରି ସମୀକ୍ଷା କଲେ ଗୃହ ନଗର ଉନ୍ନୟନ ମନ୍ତ୍ରୀ

ମୋ ବସ୍‌ରେ ଯାତ୍ରା କରି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ ‘ମୋ ବସ୍’ରେ ଯାତ୍ରା କରିଥିବାର ଦେଖିବାକୁ ମିଳିଛି । ତାଙ୍କ ସହ ସଚିବ ଅରୁଣ ବୋଥ୍ରା ମଧ୍ୟ…

ରାସ୍ତା ମଝିରେ ଜଳିଗଲା ମୋ ବସ୍‍

କଟକ ସିଡ଼ିଏ ସେକ୍ଟର-୯ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ମୋ ବସ୍‍ । ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ବସ୍‌ରେ ଥିବା ସମସ୍ତେ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ…

ମୋ ବସକୁ ଧକ୍କା ଦେଲା ଟ୍ରକ୍, ୨୦ ଯାତ୍ରୀ ଆହତ

ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ତେଲେଙ୍ଗା ପେଣ୍ଠ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକା ଦେବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ।ଏହି ଦୁର୍ଘଟଣା ପରେ…

ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଭୁବନେଶ୍ବର ରାସ୍ତା ପିତାପଲ୍ଲୀ ଛକରେ ନିୟନ୍ତ୍ରଣ ହରାଇ ଡ୍ରେନକୁ ଖସିଲା ମୋ-ବସ୍। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧାରୁ ଭୁବନେଶ୍ବର ଯାଉଥିଲା ବସ। ଆହତ ଯାତ୍ରୀଙ୍କ ସଂଖ୍ୟା ୨୦ରୁ ଉର୍ଦ୍ଧ୍ବ ହେବବୋଲି ଜଣାପଡ଼ିଛି।…

କଟକରେ ମୋ ବସ୍ ଦୁର୍ଘଟଣା; ପଢନ୍ତୁ ପୁରା ଖବର

କଟକ: କାରକୁ ଧକ୍କା ଦେଲେ ମୋ ବସ୍‍ । ଆଜି ସକାଳୁ କଟକ ଜିଲା ବାରଙ୍ଗ ଛକରେ ଏହି ଦୁର୍ଘଟଣା ଘଟିଛି । କାରଟି ଯାତ୍ରୀଙ୍କୁ ନେଇ କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ମୋ ବସ କାରକୁ…