Tag: CRUT

CRUT’s Name Changed: ବଦଳିଲା CRUTର ନାଁ

ବଦଳିଲା ସରକାର CRUTର ନା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ଏ ନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର । ଏହା ସହ ବାରିପଦା ,ଅନୁଗୁଳ,ଝାରସୁଗୁଡ଼ା ଓ ବାଲେଶ୍ୱରରେ ଆମ ବସ…

ଗଡ଼ିଲା ଆଉ ୪୦ଟି ନୂତନ ଇ-ବସ୍‌; ଓଡ଼ିଶାକୁ ୪୦୦ ଇ-ବସ୍ ଯୋଗାଇବେ କେନ୍ଦ୍ର ସରକାର

ବାୟୁ ଏବଂ ଶବ୍ଦ ପ୍ରଦୂଷଣକୁ ରୋକିବା ସହ ସାଧାରଣ ପରିବହନ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ରାଜ୍ୟର ସହରାଞ୍ଚଳରେ ଇଲେକ୍ଟ୍ରିକ ବସ୍‌ ସେବାକୁ ତ୍ୱରାନ୍ୱିତ କରୁଛନ୍ତି ରାଜ୍ୟ ସରକାର । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି…

ରାଜ୍ୟର ଆଉ ୮ ସହରକୁ ମିଳିବ ‘ଆମ ବସ୍‌’ ସେବା

ରାଜ୍ୟର ଆଉ ୮ ସହରକୁ ଆମ ବସ ସେବା ଯୋଗାଇ ଦିଆଯିବ ବୋଲି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ତରଫରୁ ସୂଚନା ମିଳିଛି । କ୍ରୁଟର ୪୯ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର,…

ମୋ ବସ୍‌ ଧକ୍କାରେ ନାବାଳିକା ମୃତ୍ୟୁ ଘଟଣା; CRUT ପକ୍ଷରୁ ଦିଆଗଲା ୨ ଲକ୍ଷ କ୍ଷତିପୂରଣ

ମୋ ବସର ବେପରୁଆ ଗାଡ଼ି ଚାଳନା ପାଇଁ ଦିନକୁ ଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ରାଜଧାନୀ ବସୀ। ଆଜି ସକାଳୁ ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଜଣେ ନାବାଳିକା ଉପରେ ମାଡ଼ି ଯାଇଛି ମୋ ବସ୍ । ଫଳରେ ନାବାଳିକାର…

‘ମୋ ବସ’ ଆପ ସହ ଏଣିକି ‘ଚାଲୋ’ ଆପ୍‌ରେ ମଧ୍ୟ ମିଳିବ ମୋ ବସ୍‌ ଟିକେଟ

ରାଜଧାନୀ ସହରାଞ୍ଚଳ ପରିବହନ (ସି. ଆର୍. ଯ଼ୁ. ଟି.) ଓ. ଏନ୍. ଡି. ସି. ପ୍ଲାଟଫର୍ମରେ ଏବେ ଏକ ପଞ୍ଜୀକୃତ ଡିଜିଟାଲ୍ ଟିକେଟ୍ ବିକ୍ରେତା ହୋଇପାରିଛି। ନବସୃଜନ ପ୍ରତି ପ୍ରତିବଦ୍ଧତା ଏବଂ ଯାତ୍ରୀ ଯାତାୟତ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସିଆରୟୁଟି ଏକ…