କେନ୍ଦ୍ରାପଡାର ମହାକାଳପଡ଼ାରେ ହେବ ୨୪,୭୦୦ କୋଟି ଟଙ୍କାର ମେଗା ସିପ୍ ବିଲ୍ଡିଂ କ୍ଲଷ୍ଟର । ସେଥିପାଇଁ ପ୍ରସ୍ତାବିତ ମେଗା ସିପ୍ ବିଲ୍ଡିଂ କ୍ଲଷ୍ଟର ପ୍ରକଳ୍ପର ସମ୍ଭାବ୍ୟତା ଆକଳନ ଲାଗି ଏକ ସ୍ୱତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିଛନ୍ତି।

ପ୍ରାୟ ୨୦୦୦ ଏକର ଜମିରେ ପରିକଳ୍ପିତ, ଏହା ସାମୁଦ୍ରିକ ଭିତ୍ତିଭୂମିକୁ ବୃଦ୍ଧି କରିବ, ଆଞ୍ଚଳିକ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବ ଏବଂ ବଡ଼ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *