ଲଘୁଚାପ ପ୍ରଭାବରେ ବର୍ଷାରେ ଭିଜୁଛି ଓଡ଼ିଶା। ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସୁସ୍ପଷ୍ଟ ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହେବାରେ ଲାଗିଛି । ଏହାରି ମଧ୍ୟରେ ଲଘୁଚାପ ବର୍ଷାକୁ ନେଇ ୫ ଟି ଜିଲ୍ଳାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସମ୍ବଲପୁର, ଅନୁଗୁଳ, ବୌଦ୍ଧ,ସୋନପୁର ଓ କନ୍ଧମାଳ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। Post navigation OTET Exam 2026: ଆଜି ରାଜ୍ୟରେ ଆରମ୍ଭ ହେଲା OTET ପରୀକ୍ଷା Teejan Bai Passes Away: ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ପରଲୋକ