ବିଳମ୍ବିତ ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଜଣେ ନାବାଳିକା ଝିଅ ସମେତ ତିନି ଜଣ ଯୁବତୀଙ୍କୁ ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର କଲା ପୋଲିସ ।  ଏହି ଘଟଣାରେ ଗୋଟିଏ ଆଶ୍ରମର କିଛି ଏନଜିଓ କର୍ମଚାରୀ ଏହି ଯୁବତୀମାନଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଯୁବତୀମାନଙ୍କୁ ଉଦ୍ଧାର କରି ପଚରାଉଚରା କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *