ତାଜା ଖବର ରାଜ୍ୟ Girls Rescued from Baramunda Bus Stand: ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଯୁବତୀ ଉଦ୍ଧାର June 9, 2026 Papirani ବିଳମ୍ବିତ ରାତିରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଜଣେ ନାବାଳିକା ଝିଅ ସମେତ ତିନି ଜଣ ଯୁବତୀଙ୍କୁ ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଉଦ୍ଧାର କଲା ପୋଲିସ । ଏହି ଘଟଣାରେ ଗୋଟିଏ ଆଶ୍ରମର କିଛି ଏନଜିଓ କର୍ମଚାରୀ ଏହି…