ଖାନ୍ ସାରଙ୍କୁ ପାଟନା ସିଭିଲ୍ କୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି । ୨ ଜୁନରେ ତାଙ୍କ କୋଚିଂ ଇନଷ୍ଟିଚ୍ୟୁଟରେ ଗୁଳିକାଣ୍ଡ ଘଟାଇବା ଅଭିଯୋଗରେ ଦାୟର ହୋଇଥିବା ମାମଲାରେ ତାଙ୍କ ଗିରଫଦାରୀ ଉପରେ ସ୍ଥଗିତ ରଖିଛନ୍ତି କୋର୍ଟ । ପାଟନା ସିଭିଲ୍ କୋର୍ଟ ଖାନ ସାରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। Post navigation Girls Rescued from Baramunda Bus Stand: ରାଜ୍ୟ ବାହାରକୁ ଚାଲାଣ ବେଳେ ବରମୁଣ୍ଡା ବସଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଯୁବତୀ ଉଦ୍ଧାର 3 Engineers Suspended in Bargarh: ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍ପେଣ୍ଡ